Job 12:11 in Oriya

Oriya Oriya Bible Job Job 12 Job 12:11

Job 12:11
କିନ୍ତୁ ଜିହ୍ବା ଯେପରି ଖାଦ୍ୟର ସ୍ବାଦ ବାରିପା ରେ। କାନ ସପରେି ଶୁଣୁଥିବା ଶବ୍ଦକୁ ବାରିପା ରେ।

Job 12:10Job 12Job 12:12

Job 12:11 in Other Translations

King James Version (KJV)
Doth not the ear try words? and the mouth taste his meat?

American Standard Version (ASV)
Doth not the ear try words, Even as the palate tasteth its food?

Bible in Basic English (BBE)
Are not words tested by the ear, even as food is tasted by the mouth?

Darby English Bible (DBY)
Doth not the ear try words, as the palate tasteth food?

Webster's Bible (WBT)
Doth not the ear try words? and the mouth taste its food?

World English Bible (WEB)
Doesn't the ear try words, Even as the palate tastes its food?

Young's Literal Translation (YLT)
Doth not the ear try words? And the palate taste food for itself?

Doth
not
הֲלֹאhălōʾhuh-LOH
the
ear
אֹ֭זֶןʾōzenOH-zen
try
מִלִּ֣יןmillînmee-LEEN
words?
תִּבְחָ֑ןtibḥānteev-HAHN
mouth
the
and
וְ֝חֵ֗ךְwĕḥēkVEH-HAKE
taste
אֹ֣כֶלʾōkelOH-hel
his
meat?
יִטְעַםyiṭʿamyeet-AM
לֽוֹ׃loh

Cross Reference

ଆୟୁବ ପୁସ୍ତକ 34:3
କାରଣ କର୍ଣ୍ଣ ଯାହା ଶୁଣେ ତାହା ପରୀକ୍ଷା କରେ, ଠିକ୍ ଜିହ୍ବା ଖାଦ୍ୟର ସ୍ବାଦ ବାରିବା ପରି।

ଆୟୁବ ପୁସ୍ତକ 6:30
ମୁଁ ମିଛ କହୁନାହିଁ ।ଏବଂ ମୁଁ ଜାଣେ କେଉଁଟି ଭଲ ଓ ମନ୍ଦ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 10:15
ତୁମ୍ଭମାନେେ ବୁଦ୍ଧିମାନ, ତେଣୁ ମୁଁ ଏହ କହୁଛି। ମୁଁ ଯାହା କହୁଛି, ତୁମ୍ଭମାନେେ ନିଜେ ପରୀକ୍ଷା କରି ଦେଖ।

ଫିଲିପ୍ପୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 1:10
ଯେପରି ତୁମ୍ଭେ ଭଲ ଓ ମନ୍ଦର ପାର୍ଥକ୍ଯ ଦେଖିପାରିବ ଓ ଉତ୍ତମ ବିଷୟ ବାଛି ପାରିବ। ତହିଁରେ ଖ୍ରୀଷ୍ଟ ଯେଉଁଦିନ ଆସିବେ, ତୁମ୍ଭେ ଶୁଦ୍ଧ ଓ ଦୋଷଶୂନ୍ଯ ହବେ ;

ଏବ୍ରୀମାନଙ୍କ ନିକଟକୁ ପତ୍ର 5:14
କିନ୍ତୁ କଠିନ ଖାଦ୍ୟ ସହେିମାନଙ୍କ ପାଇଁ ଯେଉଁମାନେ ଶିଶୁପରି ବ୍ଯବହାର ବନ୍ଦ କରି ଦଇେଛନ୍ତି। ଏହା ସହେିମାନଙ୍କ ପାଇଁ ଯେଉଁମାନେ ଆତ୍ମା ରେ ବୃଦ୍ଧି ପାଇଛନ୍ତି।

ପିତରଙ୍କ ପ୍ରଥମ ପତ୍ 2:3
ପ୍ରଭୁଙ୍କର ଉତ୍ତମତାର ସ୍ବାଦ ତୁମ୍ଭେ ଚାଖି ସାରିଛ।