Job 11:20
ଦୁଷ୍ଟ ଲୋକମାନଙ୍କର ଚକ୍ଷୁ ସମାନଙ୍କେୁ ବିଫଳତା ଦବେ। ଦୁଷ୍ଟ ଲୋକ ସାହାୟ୍ଯ ପାଇଁ ହାତ ବଢ଼ାଇ ପାରନ୍ତି। କିନ୍ତୁ ସମାନେେ ତାଙ୍କ ଅସୁବିଧାରୁ ରକ୍ଷା ପାଇପାରିବେ ନାହିଁ। ସମାନଙ୍କେର ଆଶା କବଳେ ମୃତ୍ଯୁ ଆଡ଼କୁ ନଇୟୋଏ।
Job 11:20 in Other Translations
King James Version (KJV)
But the eyes of the wicked shall fail, and they shall not escape, and their hope shall be as the giving up of the ghost.
American Standard Version (ASV)
But the eyes of the wicked shall fail, And they shall have no way to flee; And their hope shall be the giving up of the ghost.
Bible in Basic English (BBE)
But the eyes of the evil-doers will be wasting away; their way of flight is gone, and their only hope is the taking of their last breath.
Darby English Bible (DBY)
But the eyes of the wicked shall fail, and [all] refuge shall vanish from them, and their hope [shall be] the breathing out of life.
Webster's Bible (WBT)
But the eyes of the wicked shall fail, and they shall not escape, and their hope shall be as the expiration of the breath.
World English Bible (WEB)
But the eyes of the wicked shall fail, They shall have no way to flee; Their hope shall be the giving up of the spirit."
Young's Literal Translation (YLT)
And the eyes of the wicked are consumed, And refuge hath perished from them, And their hope `is' a breathing out of soul!
| But the eyes | וְעֵינֵ֥י | wĕʿênê | veh-ay-NAY |
| of the wicked | רְשָׁעִ֗ים | rĕšāʿîm | reh-sha-EEM |
| fail, shall | תִּ֫כְלֶ֥ינָה | tiklênâ | TEEK-LAY-na |
| and they shall not escape, | וּ֭מָנוֹס | ûmānôs | OO-ma-nose |
| אָבַ֣ד | ʾābad | ah-VAHD | |
| and their hope | מִנְהֶ֑ם | minhem | meen-HEM |
| up giving the as be shall | וְ֝תִקְוָתָ֗ם | wĕtiqwātām | VEH-teek-va-TAHM |
| of the ghost. | מַֽפַּח | mappaḥ | MA-pahk |
| נָֽפֶשׁ׃ | nāpeš | NA-fesh |
Cross Reference
ଦିତୀୟ ବିବରଣ 28:65
ତୁମ୍ଭମାନେେ ସହେି ଗୋଷ୍ଠୀଯମାନଙ୍କ ମଧିଅରେ କିଛି ଶାନ୍ତି ପାଇବ ନାହିଁ ଓ ସଠାେରେ ତକ୍ସ୍ଟମ୍ଭ ପାଦର କିଛି ବିଶ୍ରାମ ହବେ ନାହିଁ। ସଦାପ୍ରଭୁ ତୁମ୍ଭର ମନକକ୍ସ୍ଟ ପୂର୍ଣ୍ଣ କରିବେ। ସେ ତୁମ୍ଭର ଆଖିଗକ୍ସ୍ଟଡିକ ଆଙ୍କାକ୍ଷା ରେ ଅବସନ୍ନ କରି ଦବେେ ଏବଂ ସେ ତୁମ୍ଭକୁ ଦକ୍ସ୍ଟଃଖ ପୂର୍ଣ୍ଣ କରିବେ।
ଆୟୁବ ପୁସ୍ତକ 31:16
ମୁଁ କବେେ ଗରିବ ଲୋକକୁ ସାହାୟ୍ଯ କରିବାକୁ ମନା କରିନାହିଁ। ବିଧବାମାନଙ୍କୁ ସମାନଙ୍କେ ଦରକାର ମୁତାବକ ଦଇେଛି।
ଆୟୁବ ପୁସ୍ତକ 17:5
ଯଦି କହେି ଗୋଟିଏ ପୁରସ୍କାର ପାଇଁ ସାଙ୍ଗ ବିରୁଦ୍ଧ ରେ କ ହେ, 'ତା'ର ପିଲାମାନଙ୍କର ଚକ୍ଷୁ ଫୁଟିଯାଉ।' କିନ୍ତୁ ମାରେ ବନ୍ଧୁଗଣ ମାେ ବିରୁଦ୍ଧ ରେ ଗଲେ।
ଏବ୍ରୀମାନଙ୍କ ନିକଟକୁ ପତ୍ର 2:3
ଆମ୍ଭକୁ ଦତ୍ତ ମହା ପରିତ୍ରାଣ ଅବ ହଳୋ କଲେ, ଆମ୍ଭେ ମଧ୍ଯ ନିଶ୍ଚିତ ଭାବରେ ଦଣ୍ଡ ପାଇବା। ପ୍ରଭୁ ଯୀଶୁଖ୍ରୀଷ୍ଟ ହେଉଛନ୍ତି ପ୍ରଥମ ବ୍ଯକ୍ତି, ୟିଏ ଲୋକମାନଙ୍କୁ ଏହି ପରିତ୍ରାଣ ବିଷୟ ରେ କହିଲେ। ଯେଉଁମାନେ ଶୁଣିଲେ, ସମାନେେ ଆମ୍ଭକୁ ଏହାର ସତ୍ଯତା ପ୍ରମାଣ କରି ଦଖାଇେ ଦେଲେ। ଆଶ୍ଚର୍ୟ୍ଯ କର୍ମ, ନାନାଦି ଚିହ୍ନ ଓ ଅନକେ ପ୍ରକାରର ଅଦ୍ଭୁତ
ଲୂକଲିଖିତ ସୁସମାଚାର 16:23
ତାହାକୁ ନର୍କକୁ ପଠାଇ ଦିଆଗଲା। ସଠାେରେ ସେ ବହୁତ ୟନ୍ତ୍ରଣା ଭୋଗ କଲା। ଧନୀଲୋକ ଜଣକ ଉପରକୁ ଅନାଇଲା ଓ ଲାଜାରକୁ କୋଳ ରେ ଧରିଥିବା ଅବ୍ରହାମଙ୍କୁ ବହୁତ ଦୂର ରେ ଦେଖିଲା।
ଆମୋଷ 9:1
ସେ କହିଲେ, ମୁଁ ମାରେ ପ୍ରଭୁଙ୍କୁ ୟଜ୍ଞବଦେୀ ଉପ ରେ ଦଣ୍ତାଯମାନ ହବୋର ଦେଖିଲି। ସେ କହିଲେ, ସ୍ତମ୍ଭର ଅଗ୍ରଭାଗକୁ ଆଘାତ କର ଯେପରିକି ଅଟ୍ଟାଳିକାର ଦ୍ବାର ଦେଶ ଥରି ଉଠିବ। ସ୍ତମ୍ଭଟିକୁ ଲୋକମାନଙ୍କ ମୁଣ୍ତ ଉପ ରେ ପକାଅ। ଯଦି ଏଥିରୁ କହେି ବଞ୍ଚିବ ଆମ୍ଭେ ତାକୁ ଖଡ୍ଗ ରେ ଚ୍ଛଦନେ କରିବା। ଦୌଡି ୟାଇଥିବା ଲୋକ ମଧ୍ଯ ରକ୍ଷା ପାଇବ ନାହିଁ। ଜଣେ ହେଲେ ବଞ୍ଚିବେ ନାହିଁ।
ଆମୋଷ 5:19
ସଦାପ୍ରଭୁଙ୍କର ଦିନଟି ଏପରି ସମୟ ହବେ, ଯବେେ ତବେଳେେ ଜଣେ ବ୍ଯକ୍ତି ସିଂହ ମୁହଁରୁ ରକ୍ଷା ପାଇ ଭାଲୁ ଦ୍ବାରା ଆକ୍ରମିତ ହୁଏ କି ନିଜ ଘରର କାନ୍ଥ ରେ ହାତ ରଖି ବିଶ୍ରାମ ନବୋ ସମୟରେ ଦନ୍ତଘାତ ହୁଏ।
ଆମୋଷ 2:14
କୌଣସି ଲୋକ ରକ୍ଷା ପାଇବ ନାହିଁ, ଏପରିକି ଦ୍ରୁତତମ ଦୌଡାଳି ମଧ୍ଯ ରକ୍ଷା ପାଇବ ନାହିଁ। ଶକ୍ତିଶାଳୀ ଲୋକର ମଧ୍ଯ ବଳ ନଥିବ। ସୈନ୍ଯମାନେ ନିଜକୁ ରକ୍ଷା କରିପାରିବେ ନାହିଁ।
ଯିରିମିୟଙ୍କ ବିଳାପ 4:17
ସାହାୟ୍ଯ ଅପେକ୍ଷା ରେ ଆମ୍ଭମାନଙ୍କ ଚକ୍ଷୁ କ୍ଷୀଣ ହେଲା। ମାତ୍ର କୌଣସି ସାହାୟ୍ଯ ମିଳିଲା ନାହିଁ। ଆମ୍ଭମାନେେ ଅନ୍ୟ ଗୋଷ୍ଠୀଦ୍ବାରା ରକ୍ଷା ପାଇବାକୁ ଅପେକ୍ଷା କଲୁ, ମାତ୍ର କୌଣସି ଗୋଷ୍ଠୀ ଉଦ୍ଧାର କରିବାକୁ ଆସିଲେ ନାହିଁ।
ହିତୋପଦେଶ 20:20
ଯେ ଆପଣା ପିତା କି ଆପଣା ମାତାଙ୍କୁ ଅଭିଶାପ ଦିଏ, ଘାରେ ଅନ୍ଧକାର ରେ ତା'ର ପ୍ରଦୀପ ଲିଭିୟିବ।
ହିତୋପଦେଶ 10:24
ଦୁଷ୍ଟ ଲୋକ ଯାହା ଭୟ କରେ, ତାହାହିଁ ତାକୁ ଘଟେ। ମାତ୍ର ଧାର୍ମିକର ମନୋବାଞ୍ଛା ତାକୁ ଦିଆୟାଇଥାଏ।
ଗୀତସଂହିତା 69:3
ସାହାୟ୍ଯ ପାଇଁ ଡ଼ାକି ଡ଼ାକି ମୁଁ ଦୁର୍ବଳ ହବୋକୁ ଯାଉଛି। ମାରେ କଣ୍ଠ ୟନ୍ତ୍ରଣା ହେଉଛି। ମୁଁ ତୁମ୍ଭର ସହାୟତା ପାଇବା ପାଇଁ ବାଟ ଚାହିଁଛି। ଏବଂ ଚାହିଁ ଚାହିଁ ମାରେ ଆଖିଦ୍ବଯ ୟନ୍ତ୍ରଣା କରୁଛି।
ଆୟୁବ ପୁସ୍ତକ 34:22
ଏପରି କୌଣସି ଅନ୍ଧକାର ଅଧିକ ନୁହେଁ ଯାହା ଦୁଷ୍ଟ ଲୋକମାନଙ୍କୁ ପରମେଶ୍ବରଙ୍କଠାରୁ ଲୁଚାଇପା ରେ।
ଆୟୁବ ପୁସ୍ତକ 27:22
ଦୁଷ୍ଟ ବ୍ଯକ୍ତି ସହେି ଝଡ଼ରୁ ରକ୍ଷା ପାଇବାକୁ ସକଳ ପ୍ରକାର ଚେଷ୍ଟା କରିବ। କିନ୍ତୁ ସହେି ଝଡ଼ ତାକୁ ନିର୍ଦ୍ଦଯ ଭାବର ଆଘାତ କରିବ।
ଆୟୁବ ପୁସ୍ତକ 27:8
ପରମେଶ୍ବରଙ୍କଠା ରେ ଆସ୍ଥା ବିହୀନ ବ୍ଯକ୍ତି ମୃତ୍ଯୁ ସମୟରେ କ'ଣ ଆଶା କରିବ ? ଯେତବେେଳେ ପରମେଶ୍ବର ତା'ର ପ୍ରାଣ ନିଅନ୍ତି, ସହେି ଲୋକର କୌଣସି ଆଶା ନ ଥାଏ।
ଆୟୁବ ପୁସ୍ତକ 18:14
ଦୁଷ୍ଟ ବ୍ଯକ୍ତି ଶଷେ ରେ ତା'ର ନିରାପଦ ମଣୁଥିବା ଘରୁ ତଡା ଖାଇବ। ତାକୁ ଧରି ନିଆୟାଇ ଆତଙ୍କବାଦୀ ରାଜାଙ୍କ ସମ୍ମୁଖ ରେ ଉପସ୍ଥାପନା କରାୟିବ।
ଆୟୁବ ପୁସ୍ତକ 8:13
ଯେଉଁ ଲୋକମାନେ ପରମେଶ୍ବରଙ୍କୁ ଭୁଲି ୟାଆନ୍ତି ସମାନେେ ସହେି ଘାସ ସଦୃଶ। ପରମେଶ୍ବରଙ୍କୁ ଭୁଲି ୟାଇଥିବା ଲୋକର କୌଣସି ଆଶା ନ ଥାଏ।
ଲେବୀୟ ପୁସ୍ତକ 26:16
ଯଦି ତୁମ୍ଭମାନେେ ତାହା କର, ତବେେ ଆମ୍ଭେ ତୁମ୍ଭମାନଙ୍କ ପ୍ରତି ଭୟଙ୍କର ଅଘଟଣ ଘଟାଇବା। ଆମ୍ଭେ ତୁମ୍ଭମାନଙ୍କ ପ୍ରତି ୟକ୍ଷ୍ମା ଓ ଜ୍ବର ନିରୂପଣ କରିବା, ତାହା ତୁମ୍ଭମାନଙ୍କ ଚକ୍ଷୁ କ୍ଷୀଣ କରିବ, ପ୍ରାଣ କ୍ଷଯ କରିବ। ଆଉ ତୁମ୍ଭମାନେେ ବୃଥା ରେ ବୀଜ ବୁଣିବ, କାରଣ ଶତୃମାନେ ତାକୁ ଖାଇଯିବେ।