Isaiah 37:37 in Oriya

Oriya Oriya Bible Isaiah Isaiah 37 Isaiah 37:37

Isaiah 37:37
ତେଣୁ ଅଶୂର ରାଜା ସନ୍ ହରେୀବ ନୀନିବୀକୁ ପ୍ରସ୍ଥାନ କଲା ଓ ସଠାେ ରେ ବାସ କଲା।

Isaiah 37:36Isaiah 37Isaiah 37:38

Isaiah 37:37 in Other Translations

King James Version (KJV)
So Sennacherib king of Assyria departed, and went and returned, and dwelt at Nineveh.

American Standard Version (ASV)
So Sennacherib king of Assyria departed, and went and returned, and dwelt at Nineveh.

Bible in Basic English (BBE)
Sennacherib, king of Assyria, went back to his place at Nineveh.

Darby English Bible (DBY)
And Sennacherib king of Assyria departed, and went and returned, and abode at Nineveh.

World English Bible (WEB)
So Sennacherib king of Assyria departed, and went and returned, and lived at Nineveh.

Young's Literal Translation (YLT)
And journey, and go, and turn back doth Sennacherib king of Asshur, and dwelleth in Nineveh.

So
Sennacherib
וַיִּסַּ֣עwayyissaʿva-yee-SA
king
וַיֵּ֔לֶךְwayyēlekva-YAY-lek
of
Assyria
וַיָּ֖שָׁבwayyāšobva-YA-shove
departed,
סַנְחֵרִ֣יבsanḥērîbsahn-hay-REEV
went
and
מֶֽלֶךְmelekMEH-lek
and
returned,
אַשּׁ֑וּרʾaššûrAH-shoor
and
dwelt
וַיֵּ֖שֶׁבwayyēšebva-YAY-shev
at
Nineveh.
בְּנִֽינְוֵֽה׃bĕnînĕwēbeh-NEE-neh-VAY

Cross Reference

ଯୂନସ 1:2
ସଦାପ୍ରଭୁ କହିଲେ, ନୀନିବୀ ଗୋଟିଏ ବିରାଟ ନଗରୀ। ସଠାେ ରେ ଲୋକମାନେ ବହୁତ ମନ୍ଦକାର୍ୟ୍ଯ କରୁଛନ୍ତି ବୋଲି ଆମ୍ଭେ ଶୁଣିଲୁ। ଉଠ ଓ ସହେି ନଗରୀକୁ ୟାଅ ଏବଂ ତାହା ବିରୁଦ୍ଧ ରେ ଆମ୍ଭ ବିଚାରଧାରା ଘାଷେଣା କର।

ଯୂନସ 3:3
ୟୂନସ ସଦାପ୍ରଭୁଙ୍କ ବାକ୍ଯକୁ ପାଳନ କରି ନୀନିବୀକୁ ଗଲା। ଏହା ଏକ ବିରାଟ ନଗର ଥିଲା। ଜଣେ ଲୋକକୁ ସମଗ୍ର ସହର ରେ ବୁଲି ଆସିବାକୁ ତିନିଦିନ ସମୟ ଲାଗୁଥିଲା।

ଆଦି ପୁସ୍ତକ 10:11
ସହେି ଦେଶରୁ ଅଗ୍ରିଯା ବାହାରି ନୀନିବୀ ରହୋବୋଚ୍ ପୁରୀ ଓ କଲହେ

ଯିଶାଇୟ 31:9
ଆଉ ତା'ର ଶୈଳ ଅନ୍ତର୍ହିତ ହବେ। ତା'ର ଅଧିପତିମାନେ ଧ୍ବଜା ଛାଡ଼ି ପଳାଯନ କରିବେ।

ଯିଶାଇୟ 37:7
ଦେଖ, ଆମ୍ଭେ ଅଶୂରୀଯ ରାଜ ମଧିଅରେ ଏକ ଆତ୍ମା ପ୍ରବେଶ କରାଇବା ଓ କୌଣସି ଜନରବ ଶୁଣି ନିଜ ଦେଶକୁ ଫରେିୟିବ। ସେତବେେଳେ ତାହାରି ନିଜ ଦେଶ ରେ ଆମ୍ଭେ ତାକୁ ଖଡ୍ଗ ରେ ନିପାତ କରିବା।'

ଯିଶାଇୟ 37:29
ହଁ, ତୁମ୍ଭେ ଆମ୍ଭ ବିରୁଦ୍ଧ ରେ କୋର୍ଧ କରିଅଛ ଓ ତୁମ୍ଭର ଦମ୍ଭ ଓ ଗର୍ବିତ କଥା ଆମ୍ଭର କର୍ଣ୍ଣଗୋଚର ହାଇେଅଛି। ଏଣୁ ଆମ୍ଭେ ତୁମ୍ଭ ନାକରେ ଅଙ୍କୁଶ ଓ ଓଠ ରେ ଲଗାମ ହବେ। ପୁଣି ତୁମ୍ଭେ ଯେଉଁ ବାଟରେ ଆସିଥିଲ, ସହେି ବାଟରେ ତୁମ୍ଭମାନେେ ଫରେିୟିବ।

ଯୂନସ 4:11
ତୁମ୍ଭେ ଯଦି ସାମାନ୍ଯ ଗୋଟିଏ ଗଛ ପାଇଁ ଦୁଃଖିତ, ମୁଁ ନିଶ୍ଚିତ ଭାବରେ ନୀନିବୀ ପରି ଗୋଟିଏ ବିରାଟ ନଗର ପାଇଁ ଦୁଃଖିତ ହବେି ନାହିଁ କି? ସହେି ନଗରୀ ରେ ବହୁ ଲୋକ ଓ ପ୍ରାଣୀ ଅଛନ୍ତି। ସହେି ନଗର ରେ 1,20,000 ରୁ ଅଧିକ ଲୋକ ଅଛନ୍ତି, ଯେଉଁମାନେ କି ଭୂଲ୍ କରୁଛନ୍ତି ବୋଲି ଜାଣି ନଥିଲେ। କ'ଣ ଆମ୍ଭେ ତାଙ୍କ ପ୍ରତି ଦୟା ନକରିବା।

ନାହୂମ 1:1
ଏହି ପୁସ୍ତକ ଇଲକୋଶୀଯ ନାହୂମଙ୍କର ଦର୍ଶନ ଅଟେ। ଏହା ନୀନିବୀ ନଗର ସମ୍ବନ୍ଧ ରେ ଏକ ଦୁଃଖବାର୍ତ୍ତା ଅଟେ।

ମାଥିଉଲିଖିତ ସୁସମାଚାର 12:41
ଯେଉଁ ଦିନ ବିଚ଼ାର ହବେ, ସହେିଦିନ ନୀନିବୀର ଲୋକମାନେ ବର୍ତ୍ତମାନ ଜୀବିତ ଥିବା ଲୋକଙ୍କ ସହିତ ଠିଆ ହବେେ ଏବଂ ସମାନଙ୍କେୁ ଦୋଷୀ ସାବ୍ଯସ୍ତ କରିବେ। କାରଣ ଯେତବେେଳେ ୟୂନସ ସମାନଙ୍କେୁ ଉପଦେଶ ଦେଲେ ନୀନିବୀର ଲୋକେ ନିଜ ନିଜର ହୃଦୟ ପରିବର୍ତ୍ତନ କରିଥିଲେ। ମୁଁ ତୁମ୍ଭମାନଙ୍କୁ କହୁଛି ଯେ, ମୁଁ ୟୂନସଙ୍କ ଅପେକ୍ଷା ଅଧିକ ମହାନ୍।