Ezekiel 40:24
ତା'ପ ରେ ସେ ମାେତେ ଦକ୍ଷିଣ ପାଶର୍ବକୁ କଢ଼ାଇ ନେଲେ। ଏବଂ ସଠାେ ରେ ପୂର୍ବକୁ ମୁହଁ କରିଥିବା ଫାଟକ ଥିଲା। ସେ ଏହାର ପାଶର୍ବକାନ୍ଥ ପ୍ରାଙ୍ଗଣକୁ ମାପିଲେ। ସମାନେେ ଅନ୍ୟ ଫାଟକ ପରି ଏହାକୁ ମାପିଲେ।
Ezekiel 40:24 in Other Translations
King James Version (KJV)
After that he brought me toward the south, and behold a gate toward the south: and he measured the posts thereof and the arches thereof according to these measures.
American Standard Version (ASV)
And he led me toward the south; and, behold, a gate toward the south: and he measured the posts thereof and the arches thereof according to these measures.
Bible in Basic English (BBE)
And he took me to the south, and I saw a doorway looking to the south: and he took the measure of its rooms and its uprights and its covered ways by these measures.
Darby English Bible (DBY)
And he brought me toward the south: and behold, there was a gate toward the south; and he measured its posts and its projections according to these measures.
World English Bible (WEB)
He led me toward the south; and, behold, a gate toward the south: and he measured the posts of it and the arches of it according to these measures.
Young's Literal Translation (YLT)
And he causeth me to go southward, and lo, a gate southward, and he hath measured its posts and its arches according to these measures;
| After that he brought | וַיּוֹלִכֵ֙נִי֙ | wayyôlikēniy | va-yoh-lee-HAY-NEE |
| me toward | דֶּ֣רֶךְ | derek | DEH-rek |
| south, the | הַדָּר֔וֹם | haddārôm | ha-da-ROME |
| and behold | וְהִנֵּה | wĕhinnē | veh-hee-NAY |
| a gate | שַׁ֖עַר | šaʿar | SHA-ar |
| toward | דֶּ֣רֶךְ | derek | DEH-rek |
| south: the | הַדָּר֑וֹם | haddārôm | ha-da-ROME |
| and he measured | וּמָדַ֤ד | ûmādad | oo-ma-DAHD |
| the posts | אֵילָו֙ | ʾêlāw | ay-LAHV |
| arches the and thereof | וְאֵ֣ילַמָּ֔ו | wĕʾêlammāw | veh-A-la-MAHV |
| thereof according to these | כַּמִּדּ֖וֹת | kammiddôt | ka-MEE-dote |
| measures. | הָאֵֽלֶּה׃ | hāʾēlle | ha-A-leh |
Cross Reference
ଯିହିଜିକଲ 40:6
ତା'ପ ରେ ସେ ପୁନର୍ବାର ନିକଟକୁ ଆସି ତହିଁର ପାବାଛ ନଇେ ଉପରକୁ ଉଠିଲେ। ତା'ପ ରେ ସେ ଫାଟକର ଏରୁଣ୍ଡି ବନ୍ଧ ମାପିଲେ, ଏହାର ଓସାର ଏକ ଦଣ୍ଡ ଥିଲା।
ଯିହିଜିକଲ 40:20
ତବେେ ସେ ବାହାର ପ୍ରାଙ୍ଗଣର ଉତ୍ତର ଦ୍ବାରର ର୍ଦୈଘ୍ଯ ପ୍ରସ୍ଥ ମାପିଲେ।
ଯିହିଜିକଲ 46:9
ମାତ୍ର ନିରୂପିତ ପର୍ବଦିନମାନଙ୍କ ରେ ଯେତବେେଳେ ଦେଶର ଲୋକମାନେ ସଦାପ୍ରଭୁଙ୍କ ଛାମୁକୁ ଆସିବେ, ସେତବେେଳେ ଯେଉଁ ଲୋକ ପ୍ରଣାମ କରିବା ପାଇଁ ଉତ୍ତର ଦ୍ବାର ପଥଦଇେ ଆସିବ, ସେ ଦକ୍ଷିଣ ଦ୍ବାର ପଥଦଇେ ବାହାରି ୟିବ। ଆଉ ଯେଉଁ ଲୋକ ଦକ୍ଷିଣ ଦ୍ବାର ପଥ ଦଇେ ଭିତରକୁ ପ୍ରବେଶ କରିବ, ସେ ଉତ୍ତର ଦ୍ବାର ପଥଦଇେ ବାହାରି ୟିବ। ମାତ୍ର କହେି ଯେଉଁ ଦ୍ବାର ଦଇେ ଆସିବେ ସହେି ଦ୍ବାର ଦଇେ ଫରେିବେ ନାହିଁ। ଆଉ ନିଜ ସମ୍ମୁଖସ୍ଥ ପଥ ଦଇେ ବାହାରି ୟିବ।
ଯିହିଜିକଲ 40:28
ତା'ପ ରେ ସେ ମାେତେ ଦକ୍ଷିଣ ଦ୍ବାର ନଇେ ଭିତର ପ୍ରାଙ୍ଗଣକୁ ଆଣିଲେ। ସେ ପୂର୍ବୋକ୍ତ ପରିମାଣାନୁସା ରେ ଦକ୍ଷିଣଦ୍ବାର ମାପିଲେ।
ଯିହିଜିକଲ 40:33
ତା'ର କଠାେରୀଗୁଡ଼ିକ, କାନ୍ଥଗୁଡ଼ିକ ଏବଂ ସ୍ତମ୍ଭଗୁଡ଼ିକର ମଧ୍ଯ ସହେି ପରିମାଣ ଅନୁସାରେ ମାପିଲେ। ତହିଁର ଫାଟକ ଓ ପ୍ରାଙ୍ଗଣର ଚାରିଆଡ଼େ ଜଳାକବାଟି ଥିଲା। ତାହା ପଚାଶ ହାତ ଲମ୍ବ ଓ ପଚିଶ ହାତ ପ୍ରସ୍ଥ ଥିଲା।
ଯିହିଜିକଲ 40:35
ତା'ପ ରେ ସେ ମାେତେ ଉତ୍ତର ଦ୍ବାରକୁ ଆଣିଲେ ଓ ତାହାକୁ ମାପିଲେ। ତା'ର ମାପସବୁ ଅନ୍ଯାନ୍ଯ ଫାଟକର ମାପ ସହିତ ସମାନ ଥିଲା।