Ezekiel 26:6 in Oriya

Oriya Oriya Bible Ezekiel Ezekiel 26 Ezekiel 26:6

Ezekiel 26:6
ପୁଣି କ୍ଷେତ୍ରସ୍ଥିତ ତାହାର କନ୍ଯାଗଣ ଖଡ୍ଗ ରେ ନିହତ ହବେେ। ତାହା ହେଲେ ମୁଁ ଯେ ସଦାପ୍ରଭୁ ଅଟେ, ଏହା ସମାନେେ ଜାଣିବେ।

Ezekiel 26:5Ezekiel 26Ezekiel 26:7

Ezekiel 26:6 in Other Translations

King James Version (KJV)
And her daughters which are in the field shall be slain by the sword; and they shall know that I am the LORD.

American Standard Version (ASV)
And her daughters that are in the field shall be slain with the sword: and they shall know that I am Jehovah.

Bible in Basic English (BBE)
And her daughters in the open country will be put to the sword: and they will be certain that I am the Lord.

Darby English Bible (DBY)
And her daughters that are in the field shall be slain by the sword; and they shall know that I [am] Jehovah.

World English Bible (WEB)
Her daughters who are in the field shall be slain with the sword: and they shall know that I am Yahweh.

Young's Literal Translation (YLT)
And her daughters who `are' in the field, by sword they are slain, And they have known that I `am' Jehovah,

And
her
daughters
וּבְנוֹתֶ֙יהָ֙ûbĕnôtêhāoo-veh-noh-TAY-HA
which
אֲשֶׁ֣רʾăšeruh-SHER
field
the
in
are
בַּשָּׂדֶ֔הbaśśādeba-sa-DEH
shall
be
slain
בַּחֶ֖רֶבbaḥerebba-HEH-rev
sword;
the
by
תֵּהָרַ֑גְנָהtēhāragnâtay-ha-RAHɡ-na
and
they
shall
know
וְיָדְע֖וּwĕyodʿûveh-yode-OO
that
כִּיkee
I
אֲנִ֥יʾănîuh-NEE
am
the
Lord.
יְהוָֽה׃yĕhwâyeh-VA

Cross Reference

ଯିହିଜିକଲ 16:46
ଏବଂ ତୁମ୍ଭର ବଡ଼ ଭଉଣୀ ଶମରିଯା, ସେ ଆପଣା କନ୍ଯାଗଣ ସହିତ ତୁମ୍ଭର ବାମ ଦିଗ ରେ ବାସ କଲେ। ଏବଂ ସଦୋମ ତୁମ୍ଭର ସାନ ଭଉଣୀ, ସେ ଓ ତାହାର କନ୍ଯାଗଣ ତୁମ୍ଭର ଦକ୍ଷିଣ ଦିଗ ରେ ବାସ କରନ୍ତି।

ଯିହିଜିକଲ 26:8
ସେ କ୍ଷେତ୍ରସ୍ଥିତ ତୁମ୍ଭର କନ୍ଯାଗଣଙ୍କୁ ହତ୍ଯା କରିବ ( େଛାଟ ସହର ରେ)। ସେ ତୁମ୍ଭ ବିରୁଦ୍ଧ ରେ ଅପରାଧ କାର୍ୟ୍ଯ କରିବ। ଏବଂ ସେ ତୁମ୍ଭ ବିରୁଦ୍ଧ ରେ ବନ୍ଧ ବାନ୍ଧିବ ଓ ତୁମ୍ଭ ବିରୁଦ୍ଧ ରେ ଢ଼ାଲ ଉଠାଇବ।

ଯିରିମିୟ 49:2
ଆଉ ସଦାପ୍ରଭୁ କହନ୍ତି, ସମୟ ଆସିବ ଯେତବେେଳେ ଅମ୍ମାନରେ ରବ୍ବା ନଗର ବିରୁଦ୍ଧ ରେ ୟୁଦ୍ଧର ଧ୍ବନି ଶୁଣାୟିବ। ରବ୍ବା ଧ୍ବଂସ ପାଇବ ଓ ତାହା ଏକ ଜନଶୂନ୍ଯ ଢ଼ିପି ହବେ। ତା'ର ଚତୁର୍ଦ୍ଦିଗସ୍ଥ ନଗରଗୁଡ଼ିକ ଅଗ୍ନି ରେ ଦଗ୍ଧିଭୂତ ହବେ। ଯେଉଁମାନେ ଇଶ୍ରାୟେଲ ଉପ ରେ ଅଧିକାର କରିଥିଲେ, ଇଶ୍ରାୟେଲ ସମାନଙ୍କେ ଉପ ରେ ଅଧିକାର କରିବ। ଏହା ସଦାପ୍ରଭୁ କହନ୍ତି।

ଯିହିଜିକଲ 16:48
ମାରେସଦାପ୍ରଭୁ କହନ୍ତି, ମୁଁ ଜୀବିତ ଅଛି ଏବଂ ମାରଜେୀବନର ପ୍ରତିଜ୍ଞା କରି କହୁଅଛି, ତୁମ୍ଭର ଭଉଣୀ ସଦୋମ ଓ ତାହାର କନ୍ଯାଗଣ ତୁମ୍ଭପରି ଓ ତୁମ୍ଭ କନ୍ଯାଗଣ ପରି କୁକର୍ମ କରି ନାହାଁନ୍ତି।

ଯିହିଜିକଲ 25:5
ଆଉ ମୁଁ ରବବାକୁ ଓଟମାନଙ୍କର ଚାରଣ ଭୂମି କରିବି ଓ ଅମ୍ମାନେ ଲୋକମାନଙ୍କୁ ଦେଶକୁ ମଷୋଦି ପଲର ଶଯନ ସ୍ଥାନ କରିବି। ତାହା ହେଲେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ତୁମ୍ଭମାନେେ ଜାଣିବ।

ଯିହିଜିକଲ 25:7
ଏଣୁ ମୁଁ ତୁମ୍ଭ ବିରୁଦ୍ଧ ରେ ହସ୍ତ ବିସ୍ତାର କରିଅଛି। ଲୁଣ୍ଠିତ ଦ୍ରବ୍ଯ ରୂପେ ଅନ୍ୟ ଦେଶୀଯମାନଙ୍କ ହସ୍ତ ରେ ତୁମ୍ଭକୁ ହସ୍ତାନ୍ତର କରିବି। ମୁଁ ଅନ୍ୟ ଲୋକମାନଙ୍କ ମଧ୍ଯରୁ ତୁମ୍ଭକୁ ପୃଥକ୍ କରିବି ଓ ଦେଶର ମାନଚିତ୍ରରୁ ମୁଁ ତୁମ୍ଭକୁ ପୋଛି ଦବେି। ଆଉ ମୁଁ ତୁମ୍ଭକୁ ଧ୍ବଂସ କରିବି। ତେଣୁ ଏହା ତୁମ୍ଭେ ଜାଣିବ ଯେ, ମୁଁ ସଦାପ୍ରଭୁ ଅଟେ।'

ଯିହିଜିକଲ 25:11
ତେଣୁ ମୁଁ ମାୟୋବକୁ ଦଣ୍ଡ ଦବେି। ତହୁଁ ସମାନେେ ଜାଣିବବେ ଯେ ମୁଁ ସଦାପ୍ରଭୁ ଅଟେ।

ଯିହିଜିକଲ 25:14
ପୁଣି ମୁଁ ମାରେଲୋକ ଇଶ୍ରାୟେଲୀୟମାନଙ୍କ ଦ୍ବାରା ଇଦୋମ ଉପ ରେ ପ୍ରତି ଶାଧେ ନବେି। ତେଣୁ ସମାନେେ ଇଦୋମ ଉପ ରେ ମାରେ କୋରଧ ଓ ମାରେ କୋପ ଅନୁସାରେ ପ୍ରତି ଶାଧେ ନବେି। ସେତବେେଳେ ସମାନେେ ଆମ୍ଭ ଦତ୍ତ ପ୍ରତିଶୋଧ ବିଷଯ ରେ ଜାଣିବେ। ସଦାପ୍ରଭୁ, ମାରେ ପ୍ରଭୁ ଏହା କହନ୍ତି।

ଯିହିଜିକଲ 25:17
ମାରେ କୋର୍ଧଦ୍ବାରା ସମାନଙ୍କେୁ ଦଣ୍ଡିତ କରି ମୁଁ ସମାନଙ୍କେ ବିରୁଦ୍ଧ ରେ କଠାେର ପ୍ରତି ଶାଧେ ନବେି ଏବଂ ସମାନେେ ଜାଣିବେ ଯେ, ମୁଁ ସଦାପ୍ରଭୁ ସମାନଙ୍କେ ଉପ ରେ ପ୍ରତିଶାଧେ ନଲେି।