2 Chronicles 33:6
ମନଃଶି ମଧ୍ଯ ନିଜ ପୁତ୍ରକୁ ବନ୍େ-ହୋନ୍ନୋମ ଉପତ୍ୟକା ରେ ବଳିରୂପେ ଜ୍ବଳାଇଲେ। ମନଃଶି କୁହୁକ ବିଦ୍ଯା, ଭବିଷ୍ଯତ କହିବା ଓ ଅଲୌକିକ କାର୍ୟ୍ଯ କଲେ ଏବଂ ସେ ମଧ୍ଯ ୟାଦୁବିଦ୍ଯା କଲେ। ସେ ଭୂତୁଡ଼ିଆ ଓ ଗୁଣିଆମାନଙ୍କ ସହିତ କଥାବାର୍ତ୍ତା କଲେ, ସଦାପ୍ରଭୁ ଯେଉଁ କର୍ମକୁ କୁକର୍ମ ବୋଲି ମହିଥିଲେ, ମନଃଶି ସହେିପରି ଅନକେ କର୍ମ କଲେ, ଆଉ ଏହା ସଦାପ୍ରଭୁଙ୍କୁ ବହୁତ କୋରଧାନ୍ବିତ କଲା।
2 Chronicles 33:6 in Other Translations
King James Version (KJV)
And he caused his children to pass through the fire in the valley of the son of Hinnom: also he observed times, and used enchantments, and used witchcraft, and dealt with a familiar spirit, and with wizards: he wrought much evil in the sight of the LORD, to provoke him to anger.
American Standard Version (ASV)
He also made his children to pass through the fire in the valley of the son of Hinnom; and he practised augury, and used enchantments, and practised sorcery, and dealt with them that had familiar spirits, and with wizards: he wrought much evil in the sight of Jehovah, to provoke him to anger.
Bible in Basic English (BBE)
More than this, he made his children go through the fire in the valley of the son of Hinnom; and he made use of secret arts, and signs for reading the future, and unnatural powers, and gave positions to those who had control of spirits and to wonder-workers: he did much evil in the eyes of the Lord, moving him to wrath.
Darby English Bible (DBY)
He also caused his children to pass through the fire in the valley of the son of Hinnom; and he used magic and divination and sorcery, and appointed necromancers and soothsayers: he wrought evil beyond measure in the sight of Jehovah, to provoke him to anger.
Webster's Bible (WBT)
And he caused his children to pass through the fire in the valley of the son of Hinnom: also he observed times, and used enchantments, and used witchcraft, and dealt with a familiar spirit, and with wizards: he wrought much evil in the sight of the LORD, to provoke him to anger.
World English Bible (WEB)
He also made his children to pass through the fire in the valley of the son of Hinnom; and he practiced sorcery, and used enchantments, and practiced sorcery, and dealt with those who had familiar spirits, and with wizards: he worked much evil in the sight of Yahweh, to provoke him to anger.
Young's Literal Translation (YLT)
And he hath caused his sons to pass over through fire in the valley of the son of Hinnom, and observed clouds and used enchantments and witchcraft, and dealt with a familiar spirit, and a wizard; he hath multiplied to do the evil thing in the eyes of Jehovah, to provoke him to anger.
| And he | וְהוּא֩ | wĕhûʾ | veh-HOO |
| caused | הֶֽעֱבִ֨יר | heʿĕbîr | heh-ay-VEER |
| his children | אֶת | ʾet | et |
| pass to | בָּנָ֤יו | bānāyw | ba-NAV |
| through the fire | בָּאֵשׁ֙ | bāʾēš | ba-AYSH |
| valley the in | בְּגֵ֣י | bĕgê | beh-ɡAY |
| of the son | בֶן | ben | ven |
| of Hinnom: | הִנֹּ֔ם | hinnōm | hee-NOME |
| times, observed he also | וְעוֹנֵ֤ן | wĕʿônēn | veh-oh-NANE |
| and used enchantments, | וְנִחֵשׁ֙ | wĕniḥēš | veh-nee-HAYSH |
| witchcraft, used and | וְֽכִשֵּׁ֔ף | wĕkiššēp | veh-hee-SHAFE |
| and dealt with | וְעָ֥שָׂה | wĕʿāśâ | veh-AH-sa |
| spirit, familiar a | א֖וֹב | ʾôb | ove |
| and with wizards: | וְיִדְּעוֹנִ֑י | wĕyiddĕʿônî | veh-yee-deh-oh-NEE |
| he wrought | הִרְבָּ֗ה | hirbâ | heer-BA |
| much | לַֽעֲשׂ֥וֹת | laʿăśôt | la-uh-SOTE |
| evil | הָרַ֛ע | hāraʿ | ha-RA |
| in the sight | בְּעֵינֵ֥י | bĕʿênê | beh-ay-NAY |
| Lord, the of | יְהוָ֖ה | yĕhwâ | yeh-VA |
| to provoke him to anger. | לְהַכְעִיסֽוֹ׃ | lĕhakʿîsô | leh-hahk-ee-SOH |
Cross Reference
ଦିତୀୟ ବଂଶାବଳୀ 28:3
ଆହସ୍ 'ହିନ୍ନୋମ ପୁତ୍ର' ଉପତ୍ୟକା ରେ ସୁଗନ୍ଧିଧୂପ ଜ୍ବଳାଇଲେ। ସେ ନିଜ ପୁତ୍ରମାନଙ୍କୁ ଅଗ୍ନି ରେ ଦଗ୍ଧ କରି ବଳିଦାନ ସ୍ବରୂପେ ଉତ୍ସର୍ଗ କଲେ। ସହେି ଦେଶ ରେ ବାସ କରୁଥିବା ଲୋକମାନେ ଯେଉଁସବୁ ଭୟଙ୍କର ପାପ କରୁଥିଲେ, ସେ ମଧ୍ଯ ସହେିସବୁ କଲେ। ଇଶ୍ରାୟେଲର ଲୋକମାନେ ଯେତବେେଳେ ସହେି ଦେଶ ରେ ପ୍ରବେଶ କଲେ, ସଦାପ୍ରଭୁ ସମାନଙ୍କେୁ ବଳପୂର୍ବକ ସଠାରୁେ ବାହାର କରି ଦେଲେ।
ଦିତୀୟ ରାଜାବଳୀ 21:6
ମନଃଶି ଆପଣା ପୁତ୍ରକୁ ଅଗ୍ନି ରେ ଉତ୍ସର୍ଗ କଲେ। ସେ ଶୁଭଶୁଭ କହିବାର ବିଦ୍ଯା, ଗଣକତା, ୟାଦୁବିଦ୍ଯା, ଭୂତପ୍ ରତେ ଓ ଗୂଣୀଗା ରଡେି କାର୍ୟ୍ଯ ରେ ଅଭ୍ଯସ୍ତ ହେଲେ।
ଲେବୀୟ ପୁସ୍ତକ 18:21
ତୁମ୍ଭେ ନିଜ ବଂଶଜାତ କାହାକୁ ହିଁ ମାେଲକ୍ ଦବେତାର ଉଦ୍ଦେଶ୍ଯ ରେ ଉତ୍ସର୍ଗୀତ ହବୋକୁ ଦବୋ ଉଚିତ୍ ନୁହଁ, କିମ୍ବା ତୁମ୍ଭେ ତୁମ୍ଭର ପରମେଶ୍ବରଙ୍କ ପବିତ୍ର ନାମକୁ କଳିଷିତ ନିଶ୍ଚଯ କରିବ ନାହିଁ। ମୁଁ ସଦାପ୍ରଭୁ ଅଟେ।
ଲେବୀୟ ପୁସ୍ତକ 19:31
ତୁମ୍ଭମାନେେ ଭୁତୁଡିଆ କି ଗୁଣିଆମାନଙ୍କର ଅନୁସରଣ କରନାହିଁ। ସମାନଙ୍କେ ନିକଟକୁ ଗଲେ, ସମାନଙ୍କେର ଦ୍ବାରା ଅପବିତ୍ର ହବେ। ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ଅଟୁ।
ଲେବୀୟ ପୁସ୍ତକ 20:6
ଯେଉଁ ଲୋକ ଭୁତୁଡିଆ ଓ ଗୁଣିଆଁମାନଙ୍କୁ ବ୍ଯଭିଚାର କରିବାକୁ ଅନୁସରଣ କରେ, ସହେି ପ୍ରଣୀ ବିରୁଦ୍ଧ ରେ ଆମ୍ଭେ ୟିବା। ଯେ ହତେୁ ସେ ଆମ୍ଭ ପ୍ରତି ଅବିଶ୍ବସ୍ତ, ଆମ୍ଭେ ତାକୁ ତାହାର ଲୋକମାନଙ୍କ ମଧ୍ଯରୁ ପୃଥକ୍ ରଖିବା।
ପ୍ରଥମ ବଂଶାବଳୀ 10:13
ଶାଉଲ ସଦାପ୍ରଭୁଙ୍କ ନିକଟରେ ବିଶ୍ବସ୍ତ ନ ଥିବାରୁ ମୃତ୍ଯୁବରଣ କଲେ। ଶାଉଲ ସଦାପ୍ରଭୁଙ୍କ ବାକ୍ଯର ବାଧ୍ଯ ହେଲେ ନାହିଁ। ଶାଉଲ ଜଣେ ଗୁଣିଆ ସ୍ତ୍ରୀ ପାଖକୁ ମଧ୍ଯ ୟାଇଥିଲେ ଓ ସଦାପ୍ରଭୁଙ୍କ ପରାମର୍ଶ ନ ଲୋଡ଼ି ତାହାର ପରାମର୍ଶ ଲୋଡ଼ିଥିଲେ।
ଯିଶାଇୟ 8:19
କେତକେ ଲୋକ କୁହନ୍ତି, ଭବିଷ୍ଯତ୍ ବକ୍ତା ଓ ଗୁଣିଆ ମାନଙ୍କୁ କ'ଣ କରିବାକୁ ହବେ ପଚାର।' ଏହି ଆଗତ ଭବିଷ୍ଯତ କହୁଥିବା ବ୍ଯକ୍ତି ଓ ଗୁଣିଆଗଣ ପକ୍ଷୀପରି ଗୁଣୁଗୁଣୁ ହାଇେ ମନ୍ତ୍ର କୁହନ୍ତି, ଫଳ ରେ ଲୋକମାନେ ଭାବନ୍ତି ସମାନେେ ବହୁ ଗୋପନୀଯ ମୃତ ଓ ଜୀବିତମାନଙ୍କ ବିଷଯ ରେ ଜାଣନ୍ତି। ମାତ୍ର ମୁଁ ତୁମ୍ଭକୁ କହୁଛି ଯେ ଲୋକମାନେ ସମାନଙ୍କେର ପରମେଶ୍ବରଙ୍କୁ ସାହାୟ୍ଯ ଭିକ୍ଷା କରିବା ଉଚିତ୍। ସହେି ଆଗତ ଭବିଷ୍ଯତ କହୁଥିବା ବ୍ଯକ୍ତି ଓ ଗୁଣିଆଗଣ ମୃତ ବ୍ଯକ୍ତିଙ୍କ ବିଷଯ ରେ ପଚାରନ୍ତି। ସମାନେେ କ'ଣ ଜୀବିତମାନଙ୍କ ବିଷଯ ରେ ମୃତମାନଙ୍କଠାରୁ ଜାଣିପାରିବେ ?
ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 5:20
ମୂର୍ତ୍ତିପୂଜା, ଯାଦୁବିଦ୍ଯା, ଘୃଣା, ଝଗଡ଼ା, ଈର୍ଷା, କୋର୍ଧ, ସ୍ବାର୍ଥପରତା, ବିଭାଜନ କରିବା, ଦଳୀୟ ମନୋଭାବ,
ଯିହିଜିକଲ 23:39
ଏବଂ ଠିକ୍ ସହେି ଦିନ ସମାନେେ ପ୍ରତିମାଗଣ ଉଦ୍ଦେଶ୍ଯ ରେ ଆପଣା ସନ୍ତାନମାନଙ୍କୁ ବଧ କରିଥିଲେ। ସମାନେେ ମାରେ ମନ୍ଦିରର ଅଗଣାକୁ କଳୁଷିତ କରିବା ପାଇଁ ଆସିଥିଲେ।
ଯିହିଜିକଲ 23:37
କାରଣ ଏହି ଯେ ସମାନେେ ବ୍ଯଭିଚାର ରେ ସିଦ୍ଧ ହସ୍ତ ଥିଲେ। ସମାନେେ ମଧ୍ଯ ରକ୍ତ ପାତ କରିବା ରେ ଓ ଆପଣା ପ୍ରତିମାଗଣ ସହ ବ୍ଯଭିଚାର କରିଛନ୍ତି। ସମାନେେ ମାଠାରୁେ ଜାତ ସନ୍ତାନମାନଙ୍କୁ ସମାନଙ୍କେର ଦବେତାମାନଙ୍କର ଖାଦ୍ୟ ପାଇଁ ଉତ୍ସର୍ଗ କଲେ।
ଯିରିମିୟ 7:31
ସମାନେେ ନିଜ ନିଜର ପୁତ୍ରକନ୍ଯାମାନଙ୍କୁ ଅଗ୍ନି ରେ ଦଗ୍ଧ କରିବା ପାଇଁ ହିନ୍ନୋମ ପୁତ୍ରର ଉପତ୍ୟକା ରେ ତୋଫତର ଉଚ୍ଚସ୍ଥଳୀମାନ ପ୍ରସ୍ତୁତ କରିଅଛନ୍ତି। ଏହା ଆମ୍ଭେ କବେେ ଆଜ୍ଞା କରି ନାହୁଁ କିଅବା ଆମ୍ଭ ମନ ରେ ସେ ଭାବ କବେେ ଉଦଯ ହାଇେ ନାହିଁ।
ଯିଶାଇୟ 47:9
ଏ ଉଭୟ ଘଟଣା ସହସା ଏକ ମୁହୂର୍ତ୍ତ ରେ ଘଟିବ। ପ୍ରଥମେ ସନ୍ତାନ ବିରହ ଓ ପ ରେ ବୈଧବ୍ଯ ତୁମ୍ଭପ୍ରତି ଘଟିବ। ତୁମ୍ଭର ଅପାର ଶକ୍ତିଶାଳୀ କୌଶଳ ଓ ମାଯାବୀତ୍ବ କିଛି ସାହାୟ୍ଯ କରିବ ନାହିଁ। ଏ ଦୁଇଟି ସମ୍ପୂର୍ଣ୍ଣ ପରିମାଣ ରେ ତୁମ୍ଭ ପ୍ରତି ଘଟିବ।
ଲେବୀୟ ପୁସ୍ତକ 20:2
ଆଉ ମଧ୍ଯ ତୁମ୍ଭ ଇଶ୍ରାୟେଲ ସନ୍ତାନଗଣଙ୍କୁ କହିବ ଇଶ୍ରାୟେଲ ସନ୍ତାନଗଣ ମଧ୍ଯରୁ କହେି ହେଉ କିମ୍ବା ସମାନଙ୍କେ ସହିତ ସହବାସୀ ପ୍ରବାସୀ ବିଦେଶୀମାନଙ୍କ ମଧ୍ଯରୁ କହେି ଲୋକ ଯଦି ଆପଣା ବଂଶର କାହାକୁ ମାେଲକ୍ ଦବେତା ଉଦ୍ଦେଶ୍ଯ ରେ ପ୍ରଦାନ କରେ, ତବେେ ତାହାର ନିଶ୍ଚଯ ପ୍ରାଣଦଣ୍ଡ ହବେ ଓ ଦେଶୀଯ ଲୋକମାନେ ତାକୁ ପଥର ମାରି ହତ୍ଯା କରିବେ।
ଲେବୀୟ ପୁସ୍ତକ 20:27
ଯେଉଁ ପୁରୁଷ ବା ସ୍ତ୍ରୀ ଭୁତୁଡିଆ ବା ଗୁଣିଆ ହବେ ସମାନେେ ନିଶ୍ଚଯ ହତ ହବେେ। ଲୋକମାନେ ସମାନଙ୍କେୁ ପଥର ଫିଙ୍ଗି ବଧ କରିବେ। ସମାନେେ ନିଶ୍ଚିତ ନିହତ ହବେେ।
ଦିତୀୟ ବିବରଣ 12:31
ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବରଙ୍କ ପାଇଁ ଏପରି କର ନାହିଁ। ତୁମ୍ଭମାନଙ୍କର ସଦାପ୍ରଭୁଙ୍କର ଉପାସନା ସପରେି କର ନାହିଁ। କାରଣ ସେ ଲୋକମାନେ ଏପରି କର୍ମମାନ କରୁଥିଲେ ଯାହାକକ୍ସ୍ଟ ସଦାପ୍ରଭୁ ଘୃଣା କରନ୍ତି। ସମାନେେ ଆପଣା ଦବେତାଗଣଙ୍କ ଉଦ୍ଦେଶ୍ଯ ରେ ଆପଣାର ସନ୍ତାନମାନଙ୍କୁ ଅଗ୍ନି ରେ ଦଗ୍ଧ କରନ୍ତି।
ଦିତୀୟ ବିବରଣ 18:10
ତୁମ୍ଭର ପକ୍ସ୍ଟତ୍ର କନ୍ଯାମାନଙ୍କୁ ୟଜ୍ଞବଦେୀ ଅଗ୍ନି ରେ ଦଗ୍ଧକରି ଉତ୍ସର୍ଗ କରିବ ନାହିଁ। ମନ୍ତ୍ରଜ୍ଞ, ଶକ୍ସ୍ଟଭାଶକ୍ସ୍ଟଭ ବାଦୀ, ଗଣକ କି ମାଯାବିଙ୍କଠାରକ୍ସ୍ଟ କିଛି ଶିକ୍ଷା କରିବ ନାହିଁ।
ପ୍ରଥମ ଶାମୁୟେଲ 15:23
ବିଦ୍ରୋହିତା ମନ୍ତ୍ରପାଠ ପାପତକ୍ସ୍ଟଲ୍ଯ ଓ ଅବାଧ୍ଯତା ଅବସ୍ତକ୍ସ୍ଟର ଓ ଠାକକ୍ସ୍ଟରମାନଙ୍କର ପୂଜାତକ୍ସ୍ଟଲ୍ଯ। ତୁମ୍ଭେ ସଦାପ୍ରଭୁଙ୍କ ବାକ୍ଯ ତକ୍ସ୍ଟଚ୍ଛ କରିଅଛ। ଏଥିପାଇଁ ସେ ମଧ୍ଯ ତୁମ୍ଭକୁ ରାଜା ହବୋ ପାଇଁ ତକ୍ସ୍ଟଚ୍ଛ କରିଅଛନ୍ତି।
ଦିତୀୟ ରାଜାବଳୀ 17:17
ଆଉ ସମାନେେ ନିଜର ପୁତ୍ର କନ୍ଯାମାନଙ୍କୁ ଅଗ୍ନି ରେ ବଳିଦାନ କଲେ। ସମାନେେ ଭବିଷ୍ଯତବାଣୀ କରିବା ପାଇଁ ୟାଦୁବିଦ୍ଯା, ଡାହାଣି ବିନ୍ଯା ଓ ଜ୍ଯୋତିଷବିଦ୍ଯାଗୁଡିକ ବ୍ଯବହାର କଲେ। ସଦାପ୍ରଭୁଙ୍କୁ କୋରଧାନିତ୍ବ କରିବା ପାଇଁ ତାଙ୍କ ଦୃଷ୍ଟି ରେ କୁକର୍ମ କରିବାକୁ ସମାନେେ ନିଜକୁ ବିକ୍ରଯ କଲେ।
ଦିତୀୟ ରାଜାବଳୀ 23:10
ତୋଫତ ବନେ-ହିନ୍ନୋମ ଉପତ୍ୟକାର ଗୋଟିଏ ସ୍ଥାନ ଥିଲା, ଯେଉଁଠା ରେ ଲୋକମାନେ ସମାନଙ୍କେର ପୁତ୍ର ଓ କନ୍ଯାମାନଙ୍କୁ ମଲକେ ମିଥ୍ଯା ଦବେତା ସମ୍ମାନାର୍ଥେ ଅଗ୍ନି ରେ ହାମେ କଲେ। ଯେତବେେଳେ ଯୋଶିୟଯ ସହେି ସ୍ଥାନକୁ ଅପବିତ୍ର କଲେ। ଲୋକମାନେ ଯେପରି ହାମେ ସ୍ଥାନକୁ ଅଧିକ ସମୟ ବ୍ଯବହାର ପାଇଁ ବନ୍ଦ କଲେ।
ଦିତୀୟ ରାଜାବଳୀ 23:24
ଆହୁରି ଯୋଶିୟଯ ଯେପରି ସଦାପ୍ରଭୁଙ୍କ ମନ୍ଦିର ରେ ହିଲକିଯ ଯାଜକର ପ୍ରାପ୍ତ ପୁସ୍ତକରେ ଲିଖିତ ବ୍ଯବସ୍ଥାର ସମସ୍ତ ବାକ୍ଯ ସଫଳ କରି ପାରିବେ, ସେଥିପାଇଁ ଯିହୁଦାର ଓ ୟିରୁଶାଲମ ଦ୍ବାରା ଆରାଧନା କରୁଥିବ। ଯେଉଁ ସମସ୍ତ ମାଧ୍ଯମଗୁଡିକ ଗୁଣୀ, ଠାକୁର, ପୁତ୍ତଳିକା ଓ ଘୃଣା ଯୋଗ୍ଯ ବସ୍ତୁ ଦଖାଗେଲା ସେ ତାହା ସବୁ ଦୂର କଲେ।
ଯିଶାଇୟ 19:3
ମିଶରୀଯମାନେ ବିଭ୍ରାନ୍ତ ହବେେ। ସମାନେେ କ'ଣ କରିବେ ବୋଲି ପ୍ରତିମାମାନଙ୍କୁ ଓ ଗୁଣୀ ଜ୍ଞାନୀମାନଙ୍କୁ ପଚାରିବେ। ଆଉ ମଧ୍ଯ ସମାନେେ ଯାକୁବର ଓ ଗୁଣିଆମାନଙ୍କର ପରାମର୍ଶ ନବେେ। ମାତ୍ର ସମାନଙ୍କେର ଉପଦେଶ ଅର୍ଥହୀନ ହବେ।'
ଲେବୀୟ ପୁସ୍ତକ 19:26
ତୁମ୍ଭମାନେେ ରକ୍ତ ସହିତ କୌଣସି ଦ୍ରବ୍ଯ ଭୋଜନ କରିବ ନାହିଁ।