Base Word
תְּבוּאָה
Short Definitionincome, i.e., produce (literally or figuratively)
Long Definitionproduce, product, revenue
Derivationfrom H0935
International Phonetic Alphabett̪ɛ̆.buːˈʔɔː
IPA modtɛ̆.vuˈʔɑː
Syllabletĕbûʾâ
Dictionteh-boo-AW
Diction Modteh-voo-AH
Usagefruit, gain, increase, revenue
Part of speechn-f

Genesis 47:24
ତହିଁରୁ ଯାହା ଉତ୍ପନ୍ନ ହବେ। ତାହାର ପଞ୍ଚମାଂଶ ଫାରୋଙ୍କୁ ଦବେ। ପୁଣୁ ଅନ୍ୟ ଚାରିଅଂଶ ଭୂମିର ବିହନପାଇଁ ଓ ତୁମ୍ଭେ ତୁମ୍ଭର ପରିଜନ ଏବଂ ତୁମ୍ଭର ପିଲାମାନଙ୍କ ପାଇଁ ଖାଦ୍ୟ ରହିବ।

Exodus 23:10
ମଞ୍ଜି ବୁଣା, ଶସ୍ଯ ଅମଳ କର, ଭୂମିକୁ ଛଅ ବର୍ଷ ପାଇଁ ଫସଲ କର।

Leviticus 19:25
ତା'ପରେ ପଞ୍ଚମ ବର୍ଷ ରେ ତୁମ୍ଭମାନେେ ସେ ବୃକ୍ଷରୁ ଫଳ ଖାଇ ପାରିବ। ତହିଁରେ ତୁମ୍ଭମାନଙ୍କ ପାଇଁ ପ୍ରଚୁର ଫଳ ଫଳିବ, ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ଅଟୁ।

Leviticus 23:39
ସପ୍ତମ ମାସର ପଞ୍ଚଦଶ ଦିନ ଯେତବେେଳେ ତୁମ୍ଭମାନେେ ଭୂମିରୁ ଶସ୍ଯ ସଂଗ୍ରହ କରିସାରିବ ତୁମ୍ଭମାନେେ ସାତଦିନ ୟାଏ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଅବଶ୍ଯ ପର୍ବ ପାଳନ କରିବ। ପ୍ରଥମ ଦିନ ସ୍ବତନ୍ତ୍ର ବିଶ୍ରାମଦିନ ହବେ ଓ ଅଷ୍ଟମ ଦିନ ସ୍ବତନ୍ତ୍ର ବିଶ୍ରାମଦିନ ହବେ।

Leviticus 25:3
ଛଅବର୍ଷ ପର୍ୟ୍ଯନ୍ତ ତୁମ୍ଭମାନେେ ନିଜନିଜ କ୍ଷେତ୍ର ରେ ବୀଜ ବୁଣିବ ଓ ଛଅବର୍ଷ ପର୍ୟ୍ଯନ୍ତ ତୁମ୍ଭମାନେେ ନିଜ ଦ୍ରାକ୍ଷାଲତା ଝାଡିର ଓ ତହିଁର ଫଳ ସଂଗ୍ରହ କରିବ।

Leviticus 25:7
ଆଉ ତୁମ୍ଭମାନଙ୍କର ପଶୁର ଓ ଅନ୍ଯାନ୍ଯ ବନପଶୁମାନଙ୍କ ନିମନ୍ତେ ପ୍ରଚୁର ଖାଦ୍ୟ ହବେ।

Leviticus 25:12
କାରଣ ସହେି ବର୍ଷ ମହୋଲ୍ଲାସ-ଉତ୍ସବ ଅଟେ, ତାହା ତୁମ୍ଭମାନଙ୍କ ପ୍ରତି ପବିତ୍ର ହବେ। ତଥାପି ତୁମ୍ଭମାନେେ କ୍ଷେତ୍ରୋତ୍ପନ୍ନ ଶସ୍ଯାଦି ଖାଇ ପାରିବ।

Leviticus 25:15
ତୁମ୍ଭେ ମହୋଲ୍ଲାସ-ଉତ୍ସବ ପରବର୍ଷର ସଂଖ୍ଯା ଅନୁସାରେ ଆପଣା ପ୍ରତିବେଶୀଠାରୁ କିଣିବ ଓ ଫଳ ଉତ୍ପତ୍ତି ବର୍ଷର ସଂଖ୍ଯା ଅନୁସାରେ ସେ ତୁମ୍ଭଠା ରେ ବିକ୍ରଯ କରିବ।

Leviticus 25:16
ତୁମ୍ଭେ ମହୋଲ୍ଲାସ-ଉତ୍ସବ ବର୍ଷର ଆଧିକ୍ଯ ଅନୁସାରେ ତହିଁର ମୂଲ୍ଯ ବୃଦ୍ଧି କରିବ ଓ ବର୍ଷର ନ୍ଯୁନତା ଅନୁସାରେ ମୂଲ୍ଯ ଊଣା କରିବ, କାରଣ ସେ ତୁମ୍ଭକୁ ବର୍ଷର ସଂଖ୍ଯା ଅନୁସାରେ ଭୂମି ଜାତ ଦ୍ରବ୍ଯ ବିକ୍ରଯ କରିବ।

Leviticus 25:20
ତୁମ୍ଭମାନେେ କହିପାର, 'ଆମ୍ଭମାନେେ ତ ବୁଣିବୁ ନାହିଁ, କି ଉତ୍ପନ୍ନ ଫଳ ସଂଗ୍ରହ କରିବୁ ନାହିଁ, ତବେେ ଆମ୍ଭମାନେେ ସପ୍ତମ ବର୍ଷ ରେ କ'ଣ ଖାଇବୁ।'

Occurences : 42

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்