Base Word
אֻרְוָה
Short Definitiona herding-place for an animal
Long Definitionmanger, crib, stall (for animals)
Derivationor אֲרָיָה; from H0717 (in the sense of feeding)
International Phonetic Alphabetʔurˈwɔː
IPA modʔuʁˈvɑː
Syllableʾurwâ
Dictionoor-WAW
Diction Modoor-VA
Usagestall
Part of speechn-f

1 Kings 4:26
ଶଲୋମନଙ୍କର ରଥଗୁଡିକ ନିମନ୍ତେ 4,000 ଅଶ୍ବଶାଳା ଓ 12,000 ଅଶ୍ବାରୋହୀ ଥିଲେ।

2 Chronicles 9:25
ଅଶ୍ବ ଓ ରଥମାନଙ୍କୁ ରଖବା ନିମନ୍ତେ ଶଲୋମନଙ୍କର 4 ,000 ଅଶ୍ବଶାଳା ଥିଲା। ତାଙ୍କର 12,000 ରଥଚାଳକ ଥିଲେ। ଶଲୋମନ ସମାନଙ୍କେୁ ତାଙ୍କ ସଙ୍ଗ ରେ ୟିରୁଶାଲମ ରେ ଓ ରଥ ନିମନ୍ତେ ନିର୍ମିତ ବିଶଷେ ନଗରଗୁଡ଼ିକରେ ରଖିଲେ।

2 Chronicles 32:28
ଲୋକମାନେ ହିଜକିଯଙ୍କ ନିକଟକୁ ଯେଉଁ ଖାଦ୍ୟଶସ୍ଯ, ନୂତନ ଦ୍ରାକ୍ଷାରସ ଓ ତୈଳ ପଠାଉଥିଲେ, ତାହା ରଖିବା ନିମନ୍ତେ ତାଙ୍କର ଭଣ୍ଡାରଗୃହ ସବୁ ଥିଲା। ସମସ୍ତ ପଶୁପଲ ଓ ମଷେପଲ ନିମନ୍ତେ ତାଙ୍କର ଗୁହାଳ ସବୁ ଥିଲା।

Occurences : 3

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்