Base Word
פַּרְשֶׁגֶן
Short Definitiona transcript
Long Definitioncopy
Derivationor פַּתְשֶׁגֶן; of foreign origin
International Phonetic Alphabetpɑr.ʃɛˈɡɛn̪
IPA modpɑʁ.ʃɛˈɡɛn
Syllableparšegen
Dictionpahr-sheh-ɡEN
Diction Modpahr-sheh-ɡEN
Usagecopy
Part of speechn-m
Base Word
פַּרְשֶׁגֶן
Short Definitiona transcript
Long Definitioncopy
Derivationor פַּתְשֶׁגֶן; of foreign origin
International Phonetic Alphabetpɑr.ʃɛˈɡɛn̪
IPA modpɑʁ.ʃɛˈɡɛn
Syllableparšegen
Dictionpahr-sheh-ɡEN
Diction Modpahr-sheh-ɡEN
Usagecopy
Part of speechn-m

Ezra 7:11
ରାଜା ଅର୍ତ୍ତକ୍ଷସ୍ତ ଏଜ୍ରା ଯାଜକକୁ ଏକ ପତ୍ର ଦଇେଥିଲେ। ଇଶ୍ରାୟେଲ ସମ୍ବନ୍ଧ ରେ ଏଜ୍ରା ସଦାପ୍ରଭୁଙ୍କର ଆଜ୍ଞାର ଲେଖକ ଓ ଶିକ୍ଷକ ଥିଲେ। ଏହା ହେଉଛି ସହେି ଚିଠିର ଅନୁଲିପି ଯାହା ଅର୍ତ୍ତକ୍ଷସ୍ତ ଏଜ୍ରାଙ୍କୁ ଦଇେଥିଲେ।

Esther 3:14
ପୁଣି ସହେି ଦିନ ନିମନ୍ତେ ସମସ୍ତ ଲୋକ ଯମେିତି ପ୍ରସ୍ତୁତ ହୁଅନ୍ତି ଏଥିପାଇଁ ପ୍ରେତ୍ୟକକ ପ୍ରଦେଶ ରେ ଆଜ୍ଞା ପ୍ରଗ୍ଭର କରିବାକୁ ଓ ୟାବତୀଯ ଲୋକଙ୍କୁ ଜଣାଇବାକୁ ସହେି ଲିଖନର ପ୍ରତିଲିପି ଦିଆଗଲା।

Esther 4:8
ଆହୁରି ମଧ୍ଯ ସମାନଙ୍କେ ବିନାଶାର୍ଥେ ଯେଉଁ ଆଜ୍ଞାପତ୍ର ଶୂଶନ ରେ ଦଇେଥିଲା, ତହିଁର ଏକ କପି ଏଷ୍ଟରକୁ ଦଖାଇେ ଜ୍ଞାତ କରାଇବାକୁ ଦଲୋ। ଆଉ ଏଷ୍ଟର ଯେପରି ଆପଣା ଲୋକମାନଙ୍କ ପାଇଁ ରାଜାଙ୍କ ଛାମୁ ରେ ପ୍ରବେଶ କରି ତାହାଙ୍କ ନିକଟରେ ନିବଦନେ ଓ ଅନୁ ରୋଧ କରିବ ଏପରି ଆଦେଶ କରିବାକୁ କହିଲା।

Esther 8:13
ସହେି ଚିଠିର ଏକ ନକଲ ରାଜାଙ୍କର ଏକ ଆଜ୍ଞାପତ୍ର ଗ୍ଭରି ଆଡକୁ ପଠା ୟାଇଥିଲା। ଏହା ଏକ ବ୍ଯବସ୍ଥା ଥିଲା, ଏହି ନିର୍ଦ୍ଦେଶ ସବୁ ପ୍ରଦେଶ ରେ ନିଯମ ରେ ପରିଣତ କରାଗଲା। ସହେି ରାଜ୍ଯ ରେ ବାସ କରୁଥିବା ସବୁଜାତୀଯ ଲୋକଙ୍କ ପାଇଁ ତାହା ପ୍ରଗ୍ଭରିତ ହେଲା। ସେ ଏପରି କରିଥିଲେ କାରଣ ୟିହୁଦୀଯମାନେ ସହେି ଦିନପାଇଁ ପ୍ରସ୍ତୁତ ହାଇେଥିଲେ। ୟିହୁଦୀଯମାନଙ୍କୁ ସୁଯୋଗ ଦିଆ ୟାଇଥିଲା ସମାନଙ୍କେର ଶତୃମାନଙ୍କଠାରୁ ପ୍ରତି ଶାଧେ ନବୋପାଇଁ।

Occurences : 4

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்