Base Word
אָמוֹן
Short DefinitionAmon, the name of three Israelites
Long Definitiona king of Judah, son of Manasseh
Derivationthe same as H0525
International Phonetic Alphabetʔɔːˈmon̪
IPA modʔɑːˈmo̞wn
Syllableʾāmôn
Dictionaw-MONE
Diction Modah-MONE
UsageAmon
Part of speechn-pr-m

1 Kings 22:26
ଆହାବ୍, ମୀଖାଯକୁ ବନ୍ଦୀ କରିବାକୁ ଜଣେ ଅଧ୍ଯକ୍ଷକୁ ଆଦେଶ ଦେଲେ ଏବଂ ତାକୁ ଆମାନରେ ନଗରାଧ୍ଯକ୍ଷ ଓ ୟୁବରାଜ ଯୋୟାଶର ନକଟକୁ ନଇେ ୟିବାକୁ କହିଲେ।

2 Kings 21:18
ଅନନ୍ତର ମନଃଶି ମୃତ୍ଯୁବରଣ କଲେ ଓ ଆପଣା ପୂର୍ବପୁରୁଷ ଲୋକଙ୍କ ସହିତ ଆପଣା ଗୃହର ଉଦ୍ୟାନ ରେ, ଅର୍ଥାତ ଉଷର ଉଦ୍ୟାନ ରେ କବର ପ୍ରାପ୍ତ ହେଲେ। ତାଙ୍କ ପଦ ରେ ତାଙ୍କର ପୁତ୍ର ଆମାେନ୍ ରାଜା ହେଲେ।

2 Kings 21:19
ଆମାେନ୍ ବାଇଶ ବର୍ଷ ବଯସ ରେ ରାଜ୍ଯ ଶାସନ ଆରମ୍ଭ କଲେ। ସେ ୟିରୁଶାଲମ୍ ରେ ଦୁଇ ବର୍ଷ ଶାସନ କଲେ। ତାଙ୍କର ମାତାଙ୍କ ନାମ ମଶୁଲ୍ଲମତ୍ ଓ ସେ ୟଟବା ନିବାସୀ ହାରୁଷଙ୍କ କନ୍ଯା ଥିଲେ।

2 Kings 21:23
ଆମାେନ୍ଙ୍କର ଦାସମାନେ ତାଙ୍କ ବିରୁଦ୍ଧ ରେ ଚକ୍ରାନ୍ତ କଲେ ଓ ତାଙ୍କ ନିଜ ଗୃହ ରେ ତାଙ୍କୁ ବଧ କଲେ।

2 Kings 21:24
ମାତ୍ର ଜନ ସାଧାରଣ ସହେି ହତ୍ଯାକାରୀଙ୍କୁ, ସମସ୍ତ ଯେଉଁମାନେ ଆମାେନ୍ ରାଜାଙ୍କ ବିରୁଦ୍ଧ ରେ ଷଡୟନ୍ତ୍ର କରୁଥିଲେ ତାଙ୍କୁ ବଧ କଲେ। ତା'ପରେ ସମାନେେ ତାଙ୍କର ପୁତ୍ର ଯୋଶିୟଯଙ୍କୁ ତାଙ୍କ ପଦ ରେ ରାଜା କରାଇଲେ।

2 Kings 21:25
ଏହି ଆମାେନ୍ଙ୍କ ଅବଶିଷ୍ଟ ବୃତ୍ତାନ୍ତ ଓ ସମସ୍ତ କାର୍ୟ୍ଯ ଯିହୁଦା ରାଜବଂଶ ଇତିହାସ ପୁସ୍ତକରେ ଲିଖିତ ହାଇେଛି।

1 Chronicles 3:14
ମନଃଶିଙ୍କ ପୁତ୍ର ଥିଲେ ଆମାେନ୍। ଆମାେନ୍ଙ୍କ ପୁତ୍ର ଥିଲେ ଯୋଶିୟଯ।

2 Chronicles 18:25
ତା'ପରେ ଇଶ୍ରାୟେଲର ରାଜା କହିଲେ, ମୀଖାଯଙ୍କୁ ନଇୟୋଅ ଓ ତାଙ୍କୁ ନଗରର ନଗରପାଳ ଆମାନେ ଓ ରାଜାଙ୍କ ପୁତ୍ର ୟୋଯାଶ୍ଙ୍କ ନିକଟକୁ ପଠାଇଦିଅ।

2 Chronicles 33:20
ଏହାପରେ ମନଃଶି ମୃତ୍ଯୁଭୋଗ କଲେ ଓ ତାଙ୍କର ପୂର୍ବପୁରୁଷମାନଙ୍କ ସହିତ କବରପ୍ରାପ୍ତ ହେଲେ। ଲୋକମାନେ ମନଃଶିଙ୍କୁ ତାଙ୍କର ନିଜ ରାଜଗୃହ ରେ କବର ଦେଲେ। ଅମାେନ୍ ମନଃଶିଙ୍କ ତାଙ୍କର ନିଜ ରାଜଗୃହ ରେ କବର ଦେଲେ। ଆମାେନ୍ ମନଃଶିଙ୍କ ସ୍ଥାନ ରେ ନୂତନରାଜା ହେଲେ। ଆମାେନ୍ ମନଃଶିଙ୍କ ପୁତ୍ର ଥିଲେ।

2 Chronicles 33:21
ଆମାେନ୍ ଯିହୁଦାର ରାଜା ହବୋ ସମୟରେ ବାଇଶ ବର୍ଷ ବଯସ୍କ ହାଇେଥିଲେ। ସେ ୟିରୁଶାଲମ ରେ ଦୁଇବର୍ଷ ପର୍ୟ୍ଯନ୍ତ ରାଜା ହାଇେଥିଲେ।

Occurences : 17

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்