Base Word
חַלּוֹן
Short Definitiona window (as perforated)
Long Definitionwindow (piercing of the wall)
DerivationH2490
International Phonetic Alphabetħɑlˈlon̪
IPA modχɑˈlo̞wn
Syllableḥallôn
Dictionhahl-LONE
Diction Modha-LONE
Usagewindow
Part of speechn

ଆଦି ପୁସ୍ତକ 8:6
ଏହାପରେ ଆହୁରି ଚ଼ାଳିଶ ଦିନ ୟିବାପରେ ନୋହ ଜାହାଜର ଝରକା ଫିଟାଇ ଦେଲେ।

ଆଦି ପୁସ୍ତକ 26:8
ଇସ୍ହାକ ସଠାେରେ ବହୁଦିନ ବାସ କଲାପରେ ଦିନେ ପଲେଷ୍ଟୀୟ ରାଜା ଅବିମଲକେ ଝରକା ଦଇେ ଇସ୍ହାକ ଓ ତା'ର ସ୍ତ୍ରୀକୁ କୌତୁକ କରିବାର ଦେଖିଲେ।

ଯିହୋଶୂୟ 2:15
ସହେି ସ୍ତ୍ରୀ ଲୋକଟିର ଘର ନଗରର ପ୍ରାଚୀର ମଧିଅରେ ଥିଲା। ଏହା ପ୍ରାଚୀରର ଏକ ଅଂଶ ଥିଲା। ତେଣୁ ସ୍ତ୍ରୀ ଲୋକଟି ଏକ ଦଉଡି ସାହାୟ୍ଯ ରେ ଝରକା ଦଇେ ଏ ଲୋକମାନଙ୍କୁ ଖସି ୟିବାକକ୍ସ୍ଟ ସାହାୟ୍ଯ କଲା।

ଯିହୋଶୂୟ 2:18
ତୁମ୍ଭେ ଯେଉଁ ଝରକା ଦଇେ ଆମ୍ଭମାନଙ୍କ ରକ୍ଷା କରିଛ, ଆମ୍ଭମାନେେ ଏ ଦେଶକକ୍ସ୍ଟ ଆସିବା ବେଳେ ତୁମ୍ଭେ ସହେି ଝରକା ରେ ସହେି ନାଲିଧଡି ଫିତା ବାନ୍ଧି ରଖିଥିବ। ପକ୍ସ୍ଟଣି ତୁମ୍ଭେ ଆପଣା ପିତା, ଆପଣା ମାତା, ଭାଇମାନଙ୍କୁ ଓ ଆପଣା ପିତୃକୂଳ ସମସ୍ତଙ୍କକ୍ସ୍ଟ ତୁମ୍ଭର ନିକଟରେ ଏକତ୍ର କରିବ।

ଯିହୋଶୂୟ 2:21
ସେ ସ୍ତ୍ରୀ ଲୋକଟି ଉତ୍ତର ଦଇେ କହିଲା, ତୁମ୍ଭେ ଯାହା କହିଲ ମୁ ଠକ୍ ସହେିପରି କରିବି। ସ୍ତ୍ରୀ ଲୋକଟି ସମାନଙ୍କେୁ ବିଦାଯ ଦଲୋ, ତା'ପରେ ସେ ଲୋକମାନେ ସ୍ଥାନ ପରିତ୍ଯାଗ କଲେ। ତା'ପରେ ସହେି ସ୍ତ୍ରୀ ଲୋକ ଜଣକ ସହେି ନାଲି ଧଡି ଫିତାଟିକକ୍ସ୍ଟ ସହେି ଝରକା ରେ ବାନ୍ଧି ରଖିଲା।

ବିଚାରକର୍ତାମାନଙ୍କ ବିବରଣ 5:28
ସୀଷରାର ମାଁ ଝରକା ପାଖ ରେ ଅପେକ୍ଷା କରୁଥିଲା ଏବଂ ସେ ଜାଲି ଦଇେ ଗ୍ଭହକ୍ସ୍ଟଁଥିଲା। ସେ ଏହା ଚିନ୍ତା କରି କାନ୍ଦକ୍ସ୍ଟଥିଲା, ସୀଷରାର ରଥ ବିଳମ୍ବ କାହିଁକି? ମୁ କାହିଁକି ତଥାପି ତା'ର ରଥ ଶଦ୍ଦ ଶକ୍ସ୍ଟଣି ପାରକ୍ସ୍ଟ ନାହିଁ?

ପ୍ରଥମ ଶାମୁୟେଲ 19:12
ତା'ପରେ ମୀଖଲ ଦାଉଦଙ୍କକ୍ସ୍ଟ ଏକ ଝରକା ଦଇେ ବାହାରକକ୍ସ୍ଟ ପଠାଇ ଦେଲେ। ଦାଉଦ ରକ୍ଷା ପାଇଗଲେ ଏବଂ ଦୌଡି ପଳାଇ ଗଲେ।

ଦିତୀୟ ଶାମୁୟେଲ 6:16
ଶାଉଲଙ୍କ ଝିଅ ମୀଖଲ ଝରକା ରେ ଗ୍ଭହିଁ ଥିଲେ। ଯେତବେେଳେ ସେ ଦେଖିଲେ, ପବିତ୍ର ସିନ୍ଦକ୍ସ୍ଟକ ଦାଉଦ ନଗରକକ୍ସ୍ଟ ଆସିଲା, ଏବଂ ସେ ଯେତବେେଳେ ଦେଖିଲେ ଦାଉଦ ନିଜେ ସଦାପ୍ରଭୁଙ୍କ ପବିତ୍ର ସିନ୍ଦକ୍ସ୍ଟକ ସମ୍ମକ୍ସ୍ଟଖ ରେ ନାଚକ୍ସ୍ଟଛନ୍ତି, ସେ ବ୍ଯତିବ୍ଯସ୍ତ ହେଲେ। ସେ ହୃଦଯ ରେ ତାଙ୍କୁ ତକ୍ସ୍ଟଚ୍ଛ ବୋଲି ଭାବିବାକକ୍ସ୍ଟ ଲାଗିଲେ।

ପ୍ରଥମ ରାଜାବଳୀ 6:4
ମନ୍ଦିରର ଝରକାଗୁଡିକ ସଂକୀର୍ଣ ଥିଲା। ଏ ଗୁଡିକ ବାହାରକୁ ସଂକୀର୍ଣ ଓ ଭିତରକୁ ପ୍ରଶସ୍ତ ଥିଲା ଓ ଏଥି ରେ ଜାଲିକାମ ହାଇେଥିଲା।

ଦିତୀୟ ରାଜାବଳୀ 9:30
ତା'ପରେ ଯହେୂ ୟିଷ୍ରିଯଲରେ ପଥରେ ଗଲେ। ଇଷବେଲେ ଏବିଷଯ ରେ ୟାଣିବାକୁ ପାଇଲେ। ତେଣୁ ସେ ନିଜକୁ ସଜାଇ ଓ ଆପଣା କେଶ ବିନ୍ଯାସ କରି ଝରକା ନିକଟରେ ଛିଡା ହାଇେ ବାହାରକୁ ଚାହିଁଲେ।

Occurences : 31

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்