Isaiah 65

fullscreen17 କାରଣ ଦେଖ, ଆମ୍ଭେ ନୂତନ ସ୍ବର୍ଗମଣ୍ଡଳ ଓ ନୂତନ ପୃଥିବୀ ସୃଷ୍ଟି କରୁଅଛୁ। ତେଣୁ ପୂର୍ବକାଳର ବିଷଯସବୁ ବିସ୍ମୃତ ହବେ ଓ ସଗେୁଡ଼ିକ ଆଉ ସ୍ମୃତିକୁ ଆସିବ ନାହିଁ।

fullscreen18 ମାତ୍ର ଯାହା ଆମ୍ଭେ ସୃଷ୍ଟି କରୁ, ତୁମ୍ଭମାନେେ ଚିରକାଳ ତହିଁରେ ଆନନ୍ଦ ଉଲ୍ଲାସ କର। କାରଣ ଆମ୍ଭେ ୟିରୁଶାଲମକୁ ଏକ ଆନନ୍ଦ ମୁଖରିତ ନଗରରୂପେ ଓ ତହିଁର ନିବାସୀଗଣଙ୍କୁ ଆନନ୍ଦର ପାତ୍ର ରୂପେ ସୃଷ୍ଟି କରୁ।

fullscreen19 ପୁଣି ଆମ୍ଭେ ୟିରୁଶାଲମ ରେ ଆନନ୍ଦ କରିବା ଓ ଆମ୍ଭ ଲୋକମାନଙ୍କଠା ରେ ଉଲ୍ଲାସ କରିବା। ସଠାେ ରେ ଆଉ ବିଳାପର ଧ୍ବନି ଓ କ୍ରନ୍ଦନର ସ୍ବର ଶୁଣାୟିବ ନାହିଁ।

fullscreen20 କ୍ଷୀଣଜୀବୀ ଶିଶୁ ନୁହେଁ କିନ୍ତୁ ବୃଦ୍ଧା ଯେ କି ଗୋଟିଏ ପୂର୍ଣ୍ଣ ଜୀବନ ବଞ୍ଚି ରହେ ନାହିଁ। ସଠାେ ରେ ବଞ୍ଚି ରହିବ, ଗୋଟିଏ ବାଳକ ଏକଶତ ବର୍ଷ ପର୍ୟ୍ଯନ୍ତ ବଞ୍ଚିତ ଏବଂ ଯଦି ଗୋଟିଏ ବାଳକ ଏକଶତ ବର୍ଷ ପୂର୍ବରୁ ମ ରେ, ସେ ଅଭିଶପ୍ତ ବୋଲି ବିଚାର କରାୟିବ।

fullscreen21 ସହେି ସ୍ଥାନ ରେ ଲୋକମାନେ ଗୃହ ନିର୍ମାଣ କରି ତହିଁରେ ବାସ କରିବେ ଓ ସମାନେେ ଦ୍ରାକ୍ଷାକ୍ଷତେ ପ୍ରସ୍ତୁତ କରି ତାହାର ଫଳ ଭୋଗ କରିବେ।

fullscreen22 ସମାନେେ ନିର୍ମାଣ କରିଥିବା ଗୃହ ରେ ଅନ୍ୟ ଲୋକ ବାସ କରିପାରିବେ ନାହିଁ ଓ ସମାନଙ୍କେ ରୋପିତ ବୃକ୍ଷର ଫଳ ଅନ୍ୟ ଲୋକ ଭୋଗ କରିବ ନାହିଁ। କାରଣ ଆମ୍ଭ ଲୋକମାନଙ୍କର ଆଯୁ ବୃକ୍ଷର ଆଯୁତୁଲ୍ଯ ହବେ ଓ ଆମ୍ଭ ମନୋନୀତ ଲୋକମାନେ ଦୀର୍ଘକାଳ ପର୍ୟ୍ଯନ୍ତ ନିଜ ହସ୍ତକୃତ କର୍ମଫଳ ଭୋଗ କରିବେ।

fullscreen23 ସମାନେେ ଅନିଯମିତ ପରିଶ୍ରମ କରିବେ ନାହିଁ। ସମାନେେ ବିନାଶ ପାଇଁ ଦବୈ ନିୟୁକ୍ତ ସନ୍ତାନ ପ୍ରସବ କରିବେ ନାହିଁ। ସମାନେେ ଓ ସମାନଙ୍କେର ସନ୍ତାନଗଣ ଆଶୀର୍ବାଦ ପାତ୍ରର ପରିବାରରୁ ହବେେ।

fullscreen24 ପୁଣି ସମାନେେ ଡ଼ାକିବା ପୂର୍ବରୁ ଆମ୍ଭେ ଉତ୍ତର ଦବୋ ଓ ସମାନେେ କଥା କହୁ କହୁ ଆମ୍ଭେ ଶୁଣିବା।

17 For, behold, I create new heavens and a new earth: and the former shall not be remembered, nor come into mind.

18 But be ye glad and rejoice for ever in that which I create: for, behold, I create Jerusalem a rejoicing, and her people a joy.

19 And I will rejoice in Jerusalem, and joy in my people: and the voice of weeping shall be no more heard in her, nor the voice of crying.

20 There shall be no more thence an infant of days, nor an old man that hath not filled his days: for the child shall die an hundred years old; but the sinner being an hundred years old shall be accursed.

21 And they shall build houses, and inhabit them; and they shall plant vineyards, and eat the fruit of them.

22 They shall not build, and another inhabit; they shall not plant, and another eat: for as the days of a tree are the days of my people, and mine elect shall long enjoy the work of their hands.

23 They shall not labour in vain, nor bring forth for trouble; for they are the seed of the blessed of the Lord, and their offspring with them.

24 And it shall come to pass, that before they call, I will answer; and while they are yet speaking, I will hear.

Isaiah 65 in Tamil and English

17 କାରଣ ଦେଖ, ଆମ୍ଭେ ନୂତନ ସ୍ବର୍ଗମଣ୍ଡଳ ଓ ନୂତନ ପୃଥିବୀ ସୃଷ୍ଟି କରୁଅଛୁ। ତେଣୁ ପୂର୍ବକାଳର ବିଷଯସବୁ ବିସ୍ମୃତ ହବେ ଓ ସଗେୁଡ଼ିକ ଆଉ ସ୍ମୃତିକୁ ଆସିବ ନାହିଁ।
For, behold, I create new heavens and a new earth: and the former shall not be remembered, nor come into mind.

18 ମାତ୍ର ଯାହା ଆମ୍ଭେ ସୃଷ୍ଟି କରୁ, ତୁମ୍ଭମାନେେ ଚିରକାଳ ତହିଁରେ ଆନନ୍ଦ ଉଲ୍ଲାସ କର। କାରଣ ଆମ୍ଭେ ୟିରୁଶାଲମକୁ ଏକ ଆନନ୍ଦ ମୁଖରିତ ନଗରରୂପେ ଓ ତହିଁର ନିବାସୀଗଣଙ୍କୁ ଆନନ୍ଦର ପାତ୍ର ରୂପେ ସୃଷ୍ଟି କରୁ।
But be ye glad and rejoice for ever in that which I create: for, behold, I create Jerusalem a rejoicing, and her people a joy.

19 ପୁଣି ଆମ୍ଭେ ୟିରୁଶାଲମ ରେ ଆନନ୍ଦ କରିବା ଓ ଆମ୍ଭ ଲୋକମାନଙ୍କଠା ରେ ଉଲ୍ଲାସ କରିବା। ସଠାେ ରେ ଆଉ ବିଳାପର ଧ୍ବନି ଓ କ୍ରନ୍ଦନର ସ୍ବର ଶୁଣାୟିବ ନାହିଁ।
And I will rejoice in Jerusalem, and joy in my people: and the voice of weeping shall be no more heard in her, nor the voice of crying.

20 କ୍ଷୀଣଜୀବୀ ଶିଶୁ ନୁହେଁ କିନ୍ତୁ ବୃଦ୍ଧା ଯେ କି ଗୋଟିଏ ପୂର୍ଣ୍ଣ ଜୀବନ ବଞ୍ଚି ରହେ ନାହିଁ। ସଠାେ ରେ ବଞ୍ଚି ରହିବ, ଗୋଟିଏ ବାଳକ ଏକଶତ ବର୍ଷ ପର୍ୟ୍ଯନ୍ତ ବଞ୍ଚିତ ଏବଂ ଯଦି ଗୋଟିଏ ବାଳକ ଏକଶତ ବର୍ଷ ପୂର୍ବରୁ ମ ରେ, ସେ ଅଭିଶପ୍ତ ବୋଲି ବିଚାର କରାୟିବ।
There shall be no more thence an infant of days, nor an old man that hath not filled his days: for the child shall die an hundred years old; but the sinner being an hundred years old shall be accursed.

21 ସହେି ସ୍ଥାନ ରେ ଲୋକମାନେ ଗୃହ ନିର୍ମାଣ କରି ତହିଁରେ ବାସ କରିବେ ଓ ସମାନେେ ଦ୍ରାକ୍ଷାକ୍ଷତେ ପ୍ରସ୍ତୁତ କରି ତାହାର ଫଳ ଭୋଗ କରିବେ।
And they shall build houses, and inhabit them; and they shall plant vineyards, and eat the fruit of them.

22 ସମାନେେ ନିର୍ମାଣ କରିଥିବା ଗୃହ ରେ ଅନ୍ୟ ଲୋକ ବାସ କରିପାରିବେ ନାହିଁ ଓ ସମାନଙ୍କେ ରୋପିତ ବୃକ୍ଷର ଫଳ ଅନ୍ୟ ଲୋକ ଭୋଗ କରିବ ନାହିଁ। କାରଣ ଆମ୍ଭ ଲୋକମାନଙ୍କର ଆଯୁ ବୃକ୍ଷର ଆଯୁତୁଲ୍ଯ ହବେ ଓ ଆମ୍ଭ ମନୋନୀତ ଲୋକମାନେ ଦୀର୍ଘକାଳ ପର୍ୟ୍ଯନ୍ତ ନିଜ ହସ୍ତକୃତ କର୍ମଫଳ ଭୋଗ କରିବେ।
They shall not build, and another inhabit; they shall not plant, and another eat: for as the days of a tree are the days of my people, and mine elect shall long enjoy the work of their hands.

23 ସମାନେେ ଅନିଯମିତ ପରିଶ୍ରମ କରିବେ ନାହିଁ। ସମାନେେ ବିନାଶ ପାଇଁ ଦବୈ ନିୟୁକ୍ତ ସନ୍ତାନ ପ୍ରସବ କରିବେ ନାହିଁ। ସମାନେେ ଓ ସମାନଙ୍କେର ସନ୍ତାନଗଣ ଆଶୀର୍ବାଦ ପାତ୍ରର ପରିବାରରୁ ହବେେ।
They shall not labour in vain, nor bring forth for trouble; for they are the seed of the blessed of the Lord, and their offspring with them.

24 ପୁଣି ସମାନେେ ଡ଼ାକିବା ପୂର୍ବରୁ ଆମ୍ଭେ ଉତ୍ତର ଦବୋ ଓ ସମାନେେ କଥା କହୁ କହୁ ଆମ୍ଭେ ଶୁଣିବା।
And it shall come to pass, that before they call, I will answer; and while they are yet speaking, I will hear.