Base Word
שָׁחַט
Short Definitionto slaughter (in sacrifice or massacre)
Long Definition(v) to kill, slaughter, beat
Derivationa primitive root
International Phonetic Alphabetʃɔːˈħɑt̪’
IPA modʃɑːˈχɑt
Syllablešāḥaṭ
Dictionshaw-HAHT
Diction Modsha-HAHT
Usagekill, offer, shoot out, slay, slaughter
Part of speechv

Genesis 22:10
ଏହାପରେ ଅବ୍ରହାମ ତାଙ୍କର ଛୁରି ଆଣିଲେ ଏବଂ ଇସ୍ହାକକୁ ହତ୍ଯା କରିବା ପାଇଁ ପ୍ରସ୍ତୁତ ହେଲେ।

Genesis 37:31
ତା'ର ଭାଇମାନେ ଏକ ଛଳେି ମାରି ତା'ର ରକ୍ତ ରେ ଯୋଷଫେର କୋଟକୁ ବୁଡ଼ାଇ ଦେଲେ।

Exodus 12:6
ତୁମ୍ଭମାନଙ୍କୁ ସହେି ମଷେ ଶାବକକୁ ମାସର ଚତୁର୍ଦ୍ଦଶ ଦିନୟାଏଁ ନଜର ରେ ରଖିବାକୁ ହବେ। ସହେିଦିନ ଇଶ୍ରାୟେଲର ସମସ୍ତ ଲୋକମାନେ ସୂର୍ୟ୍ଯାସ୍ତ ପରେ ସନ୍ଧ୍ଯା ପୂର୍ବରୁ ଏମାନଙ୍କୁ ହତ୍ଯା କରିବେ।

Exodus 12:21
ତେଣୁ ମାଶାେ ଇଶ୍ରାୟେଲର ପ୍ରାଚୀନବର୍ଗଙ୍କୁ ଏକତ୍ର କଲେ। ମାଶାେ ସମାନଙ୍କେୁ କହିଲେ, ତୁମ୍ଭମାନେେ ତୁମ୍ଭର ପରିବାର ପାଇଁ ଏକ ମଷେଶାବକ ଆଣ ଓ ନିସ୍ତାରପର୍ବର ମଷେଶାବକକୁ ବଧ କର।

Exodus 29:11
ଏହାପରେ ସହେି ବାଛୁରୀକୁ ସହେିଠା ରେ ଅର୍ଥାତ୍ ସହେି ପ୍ରବେଶ ଦ୍ବାର ନିକଟରେ ହତ୍ଯା କର। ଏହା ସଦାପ୍ରଭୁଙ୍କ ସମ୍ମୁଖ ରେ ହବେ।

Exodus 29:16
ସହେି ଅଣ୍ଡିରା ମଷେକୁ ହତ୍ଯା କର ଓ ତା'ର ରକ୍ତ ସଂଗ୍ରହ କର। ସହେି ରକ୍ତକୁ ୟଜ୍ଞବଦେୀର ଚାରିକାନ୍ଥ ରେ ଛିଞ୍ଚି ଦିଅ।

Exodus 29:20
ସହେି ଅଣ୍ଡିରା ମଷେକୁ ହତ୍ଯାକର ଏବଂ ତା'ର କିଛି ରକ୍ତ ସଂଗ୍ରହ କର। ସହେି ରକ୍ତକୁ ହାରୋଣର ଦକ୍ଷିଣକର୍ଣ୍ଣ ପ୍ରାନ୍ତ ରେ ଓ ତା'ର ପୁତ୍ରଗଣର ଦକ୍ଷିଣ କର୍ଣ୍ଣ ପ୍ରାନ୍ତର ଲଗାଅ। ସମାନଙ୍କେର ଦକ୍ଷିଣହସ୍ତର ବୃଦ୍ଧା ଆଙ୍ଗୁଠି ଉପରେ ଓ ଦକ୍ଷିଣ ପାଦର ବୃଦ୍ଧାଙ୍ଗୁଠି ଉପରେ ଏହା ଲଗାଅ। ପୁଣି ୟଜ୍ଞବଦେୀର ଚାହିଆଡେ ରକ୍ତ ଛିଞ୍ଚ।

Exodus 34:25
ଯେତବେେଳେ ତୁମ୍ଭମାନେେ ଆମ୍ଭକୁ ବଳିଦାନର ରକ୍ତ ଉତ୍ସର୍ଗ କରିବ ସେ ସମୟରେ ତାଡ଼ିୟୁକ୍ତ ଦ୍ରବ୍ଯ ଆମ୍ଭକୁ ଉତ୍ସର୍ଗ କରିବ ନାହିଁ।

Leviticus 1:5
ତା'ପରେ ସେ ଗୋଟିଏ ୟୁବା ଷଣ୍ଢ ସଦାପ୍ରଭୁଙ୍କ ସମ୍ମୁଖ ରେ ବଳିଦାନ କରିବ। ହାରୋଣର ଯାଜକ ପୁତ୍ରଗଣ ରକ୍ତ ଆଣିବେ ଏବଂ ସମାଗମ ତମ୍ବୁର ଦ୍ବାର ନିକଟସ୍ଥ ୟଜ୍ଞବଦେୀ ଉପରେ ଚାରିଆଡେ ଛିଞ୍ଚିବେ।

Leviticus 1:11
ପୁଣି ସେ ୟଜ୍ଞବଦେୀର ଉତ୍ତର ପାଶର୍‌ବ ରେ ସଦାପ୍ରଭୁଙ୍କ ସମ୍ମୁଖ ରେ ତାକୁ ବଧ କରିବ। ତା'ପରେ ଯାଜକ ହାରୋଣର ପୁତ୍ରମାନେ ୟଜ୍ଞବଦେୀର ଚତୁର୍ଦ୍ଦିଗ ରେ ତାହାର ରକ୍ତ ସିଞ୍ଚନ କରିବେ।

Occurences : 81

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்