2 Kings 12
17 ଅନନ୍ତର ଅରାମର ରାଜା ହସାଯଲେ ଗାଥ ବିରୁଦ୍ଧ ରେ ୟୁଦ୍ଧ କରି ତାକୁ ଅଧିକାର କଲେ। ତା'ପରେ ସେ ୟିରୁଶାଲମ ବିରୁଦ୍ଦ ରେ ୟୁଦ୍ଧ କରିବାକୁ ଯୋଜନା କଲେ।
18 ଏଥି ରେ ଯିହୁଦାର ରାଜା ଯୋୟାଶ୍ ଆପଣା ପୂର୍ବପୁରୁଷ ୟିହୋଶାଫଟ, ୟିହୋରାମ ଓ ଅହସିଯ ପ୍ରଭୃତି ରାଜାଗଣ ସଦାପ୍ରଭୁଙ୍କୁ ଅର୍ପଣ କରିଥିବା ସମସ୍ତ ପବିତ୍ର ବସ୍ତ୍ର ଓ ସୁବର୍ଣ୍ଣ ଓ ଯୋୟାଶ୍ ସଦାପ୍ରଭୁଙ୍କ ଭଣ୍ତାର ରେ ଏବଂ ରାଜ ପ୍ରାସାଦ ରେ ରଖାୟାଇଥିବା ସୁବର୍ଣ୍ଣ ଆଦି ମୂଲ୍ଯବାନ ଦ୍ରବ୍ଯଗୁଡିକୁ ଅରାମର ରାଜା ହସାଯଲେ ନିକଟକୁ ପଠାଇଲେ, ତେଣୁ ସେ ଆଉ ୟିରୁଶାଲମ ବିରୁଦ୍ଧ ରେ ଗଲେ ନାହିଁ।
17 Then Hazael king of Syria went up, and fought against Gath, and took it: and Hazael set his face to go up to Jerusalem.
18 And Jehoash king of Judah took all the hallowed things that Jehoshaphat, and Jehoram, and Ahaziah, his fathers, kings of Judah, had dedicated, and his own hallowed things, and all the gold that was found in the treasures of the house of the Lord, and in the king’s house, and sent it to Hazael king of Syria: and he went away from Jerusalem.
2 Kings 12 in Tamil and English
17 ଅନନ୍ତର ଅରାମର ରାଜା ହସାଯଲେ ଗାଥ ବିରୁଦ୍ଧ ରେ ୟୁଦ୍ଧ କରି ତାକୁ ଅଧିକାର କଲେ। ତା'ପରେ ସେ ୟିରୁଶାଲମ ବିରୁଦ୍ଦ ରେ ୟୁଦ୍ଧ କରିବାକୁ ଯୋଜନା କଲେ।
Then Hazael king of Syria went up, and fought against Gath, and took it: and Hazael set his face to go up to Jerusalem.
18 ଏଥି ରେ ଯିହୁଦାର ରାଜା ଯୋୟାଶ୍ ଆପଣା ପୂର୍ବପୁରୁଷ ୟିହୋଶାଫଟ, ୟିହୋରାମ ଓ ଅହସିଯ ପ୍ରଭୃତି ରାଜାଗଣ ସଦାପ୍ରଭୁଙ୍କୁ ଅର୍ପଣ କରିଥିବା ସମସ୍ତ ପବିତ୍ର ବସ୍ତ୍ର ଓ ସୁବର୍ଣ୍ଣ ଓ ଯୋୟାଶ୍ ସଦାପ୍ରଭୁଙ୍କ ଭଣ୍ତାର ରେ ଏବଂ ରାଜ ପ୍ରାସାଦ ରେ ରଖାୟାଇଥିବା ସୁବର୍ଣ୍ଣ ଆଦି ମୂଲ୍ଯବାନ ଦ୍ରବ୍ଯଗୁଡିକୁ ଅରାମର ରାଜା ହସାଯଲେ ନିକଟକୁ ପଠାଇଲେ, ତେଣୁ ସେ ଆଉ ୟିରୁଶାଲମ ବିରୁଦ୍ଧ ରେ ଗଲେ ନାହିଁ।
And Jehoash king of Judah took all the hallowed things that Jehoshaphat, and Jehoram, and Ahaziah, his fathers, kings of Judah, had dedicated, and his own hallowed things, and all the gold that was found in the treasures of the house of the Lord, and in the king’s house, and sent it to Hazael king of Syria: and he went away from Jerusalem.